Advertisment

ବିଶ୍ୱକପ୍ କ୍ରିକେଟରେ ଆଉ ଏକ ବିପର୍ଯ୍ୟୟ; ନେଦରଲ୍ୟାଣ୍ଡସଠୁ ହାରିଲା ଦକ୍ଷିଣ ଆଫ୍ରିକା

ନେଦରଲ୍ୟାଣ୍ଡସଠୁ ହାରିଲା ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା । ଆଜି ଧର୍ମଶାଳାରେ ଖେଳାଯାଇଥିବା ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୩୮ ରନରେ ହରାଇ ଦେଇଛି ନେଦରଲ୍ୟାଣ୍ଡସ ଟିମ୍ ।

ଅଦ୍ୟତନ ହୋଇଛି
Netherlands vs South Africa

Netherlands vs South Africa

Advertisment

ବିଶ୍ୱକପ୍ କ୍ରିକେଟରେ ଆଉ ଏକ ବିପର୍ଯ୍ୟୟ । ନେଦରଲ୍ୟାଣ୍ଡସଠୁ ହାରିଲା ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା । ଆଜି ଧର୍ମଶାଳାରେ ଖେଳାଯାଇଥିବା ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୩୮ ରନରେ ହରାଇ ଦେଇଛି ନେଦରଲ୍ୟାଣ୍ଡସ ଟିମ୍ । ନେଦରଲାଣ୍ଡ ଟସ ହାରି ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ୪୩ ଓଭରରେ ୮ ୱିକେଟ ହରାଇ କରିଥିଲା ୨୪୫ ରନ । ଜବାବରେ ଦକ୍ଷିଣ ଆଫ୍ରିକାର ୪୨ ଦଶମିକ ୫ ଓଭରରେ ୨୦୭ ରନ୍ କରି ଅଲଆଉଟ୍ ହୋଇଯାଇଥିଲା ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ