Paris Olympic 2024: ଜାଣନ୍ତୁ ଭାରତୀୟ ଖେଳାଳିଙ୍କ ଖେଳସୂଚୀ

୨୬ ଜୁଲାଇରୁ ଆରମ୍ଭ ହେଉଛି ବିଶ୍ୱ କ୍ରୀଡାର ମହାକୁମ୍ଭ ୨୦୨୪ ଅଲମ୍ପିକ୍ସ । ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଆଥଲେଟ୍ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ସହ ସ୍ୱର୍ଣ୍ଣ ପଦକ ଓ ମୋଟ ପଦକ ଅଧିକ ସଂଖ୍ୟାରେ ଜିତିବା ନେଇ ଆଶା ରହିଛି । ଜାଣନ୍ତୁ ପ୍ୟାରିସ ଅଲିମ୍ପିକ୍ସ ଭାରତୀୟ ଖେଳାଳିଙ୍କ ଖେଳସୂଚୀ...

Paris Olympics 2024

ପ୍ୟାରିସ୍  ଉପରେ ଏବେ ସାରା ବିଶ୍ୱର ନଜର । ବିଶ୍ୱ କ୍ରୀଡାର ମହାକୁମ୍ଭ ୨୦୨୪ ଅଲିମ୍ପିକ୍ସ ୨୬ ଜୁଲାଇରୁ ଆରମ୍ଭ ହେଉଛି । ଅଗଷ୍ଟ ୧୧ ପର୍ଯ୍ୟନ୍ତ ଏହି ମେଗା ଟୁର୍ଣ୍ଣାମେଣ୍ଟ ଚାଲିବ । ଏହି ସମ୍ମାନଜନକ ଇଭେଣ୍ଟ ପାଇଁ ଭାରତୀୟ ଆଥଲେଟ୍ସ ଦମଦାର ପ୍ରସ୍ତୁତି କରିଛନ୍ତି । ଭାରତକୁ ଏଥର ନିଜର ସମସ୍ତ ଆଥଲେଟଙ୍କ ଠାରୁ ବହୁତ ଆଶା ରହିଛି । ଗତଥର ଟୋକିଓ ଅଲମ୍ପିକ୍ସରେ ଭାରତର ମୋଟ ୭ଟି ପଦକ ଜିତିଥିଲା, ଯେଉଁଥିରେ ଗୋଟିଏ ମାତ୍ର ସ୍ୱର୍ଣ୍ଣ ପଦକ ରହିଥିଲା, ଯାହାକୁ ନୀରଜ ଚୋପ୍ରା, ଜାଭେଲିନ୍ ଥ୍ରୋରେ ଜିତିଥିଲେ । ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଆଥଲେଟ୍ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ସହ ସ୍ୱର୍ଣ୍ଣ ପଦକ ଓ ମୋଟ ପଦକ ଅଧିକ ସଂଖ୍ୟାରେ ଜିତିବା ନେଇ ଏଥର ଆଶା ରହିଛି।

ଅଧିକ ପଢନ୍ତୁ : ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତୀୟ ତୀରନ୍ଦାଜ ଟିମକୁ ସଫଳତା...

୨୬ ଜୁଲାଇରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ବିଶ୍ୱ କ୍ରୀଡାର ଏହି ସମ୍ମାନଜନକ ଇଭେଣ୍ଟରେ ଭାରତୀୟ ଆଥଲେଟ୍ ଭିନ୍ନ ଭିନ୍ନ ସମୟରେ ନିଜର ଲଢ଼ୁଆ ପ୍ରଦର୍ଶନ ଦେଖାଇବେ । ବିଶ୍ୱର ଶ୍ରେଷ୍ଠ ଆଥଲେଟଙ୍କ ମଧ୍ୟରେ ମୋଟ ୪୫ ପ୍ରକାର ଖେଳରେ କଡ଼ା ପ୍ରତିନ୍ଦ୍ୱନ୍ଦ୍ୱୀତା ହେବ । ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତ, ୧୧୭ ଜଣ ଆଥଲେଟ୍ ପଠାଇଛି । ଯାହାକି ଟୋକିଓ ଅଲିମ୍ପିକ୍ସ ଯାଇଥିବା ୧୨୬ ଆଥଲେଟ୍ ବିଶିଷ୍ଟ ପରେ ଦ୍ୱିତୀୟ ସର୍ବାଧିକ ଟିମ । ଜାଣନ୍ତୁ ପ୍ୟାରିସ ଅଲିମ୍ପିକ୍ସ ରେ ପ୍ରତିଦିନ ଭାରତୀୟ ଖେଳାଳିଙ୍କ ସଂପୂର୍ଣ୍ଣ ଖେଳସୂଚୀ...

୨୫ ଜୁଲାଇ, ଗୁରୁବାର
ତୀରନ୍ଦାଜ | ମହିଳା ବ୍ୟକ୍ତିଗତ ରାଙ୍କିଂ ରାଉଣ୍ଡ(ଦୀପିକା କୁମାରୀ, ଅଙ୍କିତା ଭକତ, ଭଜନ କୌର) | ଅପରାହ୍ନ ୧.୦୦

ତୀରନ୍ଦାଜ | ପୁରୁଷ ବ୍ୟକ୍ତିଗତ ରାଙ୍କିଂ ରାଉଣ୍ଡ( ବି. ଧୀରଜ, ତରୁଣଦୀପ ରାୟ, ପ୍ରବୀଣ ଯାଦବ) | ଅପରାହ୍ନ ୫.୪୫

୨୬ ଜୁଲାଇ, ଶୁକ୍ରବାର
ଉଦଘାଟନୀ ଉତ୍ସବ | ୧୧.୦୦

୨୭ ଜୁଲାଇ, ଶନିବାର

ବ୍ୟାଡମିଣ୍ଟନ | ପୁରୁଷ ସିଙ୍ଗଲ୍ସ ଗ୍ରୁପ ପର୍ଯ୍ୟାୟ (ଏଚଏସ ପ୍ରଣୟ, ଲକ୍ଷ୍ୟ ସେନ୍), ମହିଳା ସିଙ୍ଗଲ୍ସ ଗ୍ରୁପ ପର୍ଯ୍ୟାୟ (ପିଭି ସିନ୍ଧୁ), ପୁରୁଷ ଡବଲ୍ସ ଗ୍ରୁପ ପର୍ଯ୍ୟାୟ (ସାତ୍ତିକ ସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟି), ମହିଳା ଡବଲ୍ସ ଗ୍ରୁପ ପର୍ଯ୍ୟାୟ (ତାନିସା କ୍ରାଷ୍ଟୋ ଓ ଅଶ୍ୱିନୀ ପୋନାପ୍ପା) | ଅପରାହ୍ନ ୧୨.୦୦

ରୋଇଂ | ପୁରୁଷ ସିଙ୍ଗଲ୍ସ ସ୍କଲ୍ସ ହିଟ୍ସ (ବଲରାଜ ପନୱାର) ଅପରାହ୍ନ ୧୨.୩୦

ସୁଟିଂ | ୧୦ ମିଟର ଏୟାର ରାଇଫଲ ମିକ୍ସଡ ଟିମ ଯୋଗ୍ୟତା ପର୍ଯ୍ୟାୟ (ସନ୍ଦୀପ ସିଂହ, ଅର୍ଜୁନ ବାବୁତା, ଇଲାଭେନିଲ୍ ଭାଲାରିଭାନ, ରମିତା ଜିନ୍ଦଲ ) ଅପରାହ୍ନ ୧୨.୩୦

ସୁଟିଂ | ୧୦ ମିଟର ଏୟାର ପିସ୍ତଲ ପୁରୁଷ ଯୋଗ୍ୟତା ପର୍ଯ୍ୟାୟ  (ସରବଜୋତ ସିଂହ, ଅର୍ଜୁନ ଚିମା) ଅପରାହ୍ନ ୨.୦୦

ସୁଟିଂ | ୧୦ ମିଟର ଏୟାର ମିକ୍ସଡ ଟିମ ମେଡାଲ ରାଉଣ୍ଡସ (ଯୋଗ୍ୟତା ଅର୍ଜନ ଜରୁରୀ)  ଅପରାହ୍ନ ୨.୦୦

ଟେନିସ୍  | ପ୍ରଥମ ରାଉଣ୍ଡ ମ୍ୟାଚ୍ |  ପୁରୁଷ ସିଙ୍ଗଲ୍ସ (ସୁମିତ ନାଗଲ), ପୁରୁଷ ଡବଲ୍ସ (ରୋହନ ବୋପାନ୍ନା ଓ ଏନ. ଶ୍ରୀରାମ ବାଲାଜୀ) | ଅପରାହ୍ନ ୩.୩୦

ସୁଟିଂ | ୧୦ ମିଟର ଏୟାର ପିସ୍ତଲ ମହିଳା ଯୋଗ୍ୟତା ପର୍ଯ୍ୟାୟ (ରିଦିମ ସାଙ୍ଗୱାନ, ମନୁ ଭାକର) | ଅପରାହ୍ନ ୪.୦୦

ଟେବୁଲ ଟେନିସ | ପୁରୁଷ ସିଙ୍ଗଲ୍ସ (ସରଥ କମଲ, ହରମିତ ଦେଶାଇ) ଏବଂ ମହିଳା ସିଙ୍ଗଲ୍ସ (ମନିକା ବାତ୍ରା, ଶ୍ରୀଜା ଅକୁଲା) ପ୍ରାରମ୍ଭିକ ରାଉଣ୍ଡ | ସନ୍ଧ୍ୟା ୬.୩୦
ବକ୍ସିଂ | ମହିଳା ୫୪ କିଲୋଗ୍ରାମ (ପ୍ରିତି ପାୱାର), ରାଉଣ୍ଡ ଅଫ୍ ୩୨ | ଅପରାହ୍ନ ୭.୦୦

ହକି | ପୁରୁଷ ଗ୍ରୁପ ବି | ଭାରତ ବନାମ ନ୍ୟୁଜିଲାଣ୍ଡ | ରାତି ୯

୨୮ ଜୁଲାଇ, ରବିବାର
ବ୍ୟାଡମିଣ୍ଟନ |  ପୁରୁଷ ସିଙ୍ଗଲ୍ସ ଗ୍ରୁପ ପର୍ଯ୍ୟାୟ(ଏଚଏସ ପ୍ରଣୟ, ଲକ୍ଷ୍ୟ ସେନ୍), ମହିଳା ସିଙ୍ଗଲ୍ସ ଗ୍ରପ ପର୍ଯ୍ୟାୟ(ପିଭି ସିନ୍ଧୁ), ପୁରୁଷ ଡବଲ୍ସ ଗ୍ରୁପ ପର୍ଯ୍ୟାୟ(ସାତ୍ତିକ ସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟୀ), ମହିଳା ଡବଲ୍ସ ଗ୍ରୁପ ପର୍ଯ୍ୟାୟ(ତାନିସା କ୍ରାଷ୍ଟୋ ଓ ଅଶ୍ୱିନୀ ପୋନାପ୍ପା) | ଅପରାହ୍ନ ୧୨

ସୁଟିଂ | ୧୦ ମିଟର ଏୟାର ରାଇଫଲ ମହିଳା ଯୋଗ୍ୟତା ପର୍ଯ୍ୟାୟ(ଇଲାଭେନିଲ ଭାଲାରିଭନ, ରମିତା ଜିନ୍ଦଲ) | ଅପରାହ୍ନ ୧୨:୪୫
ତୀରନ୍ଦାଜ | ମହିଳା ଟିମ ରାଉଣ୍ଡ ଅଫ ୧୬(ଦୀପିକା କୁମାରୀ, ଅଙ୍କିତା ଭାକତ, ଭଜନ କୌର) | ଅପରାହ୍ନ ୧:୦୦
ରୋଇଂ | ପୁରୁଷ ସିଙ୍ଗଲ୍ସ ସ୍କଲ୍ସ ରିପଚେଜସ(ବଲରାଜ ପନୱାର) | ଅପରାହ୍ନ ୧:୦୬

ଟେବୁଲ ଟେନିସ | ପୁରୁଷ ସିଙ୍ଗଲ୍ସ (ସରଥ କମଲ, ହରମିତ ଦେଶାଇ) ଓ ମହିଳା ସିଙ୍ଗଲ୍ସ(ମନିକା ବାତ୍ରା, ଶ୍ରୀଜା ଅକୁଲ) ରାଉଣ୍ଡ ଅଫ ୬୪ | ଅପରାହ୍ନ ୧:୩୦

ବକ୍ସିଂ | ପୁରୁଷ ୫୧କିଲୋଗ୍ରାମ(ଅମିତ ପଙ୍ଘଲ) ରାଉଣ୍ଡ ଅଫ ୩୨ | ଅପରାହ୍ନ ୨:୩୦
ସୁମିଂ | ପୁରୁଷ ୧୦୦ ମିଟର ବାକଷ୍ଟ୍ରୋକ୍ ହିଟ୍ସ (ଶ୍ରୀହରି ନଟରାଜ) | ଅପରାହ୍ନ ୨:୩୦

ସୁମିଂ | ମହିଳା  ୨୦୦ ମିଟର ଫ୍ରୀଷ୍ଟାଇଲ ହିଟ୍ସ (ଧିନିଧି ଦେସିଙ୍ଘୁ) | ଅପରାହ୍ନ ୨:୩୦
ସୁଟିଂ | ୧୦ ମିଟର ଏୟାର ରାଇଫଲ ପୁରୁଷ ଯୋଗ୍ୟତା ପର୍ଯ୍ୟାୟ(ସନ୍ଦୀପ ସିଂ, ଅର୍ଜୁନ ବାବୁତା) | ଅପରାହ୍ନ ୨:୪୫

ବକ୍ସିଂ | ପୁରୁଷ ୭୧ କିଲୋଗ୍ରାମ (ନିଶାନ୍ତ ଦେବ) ରାଉଣ୍ଡ ଅଫ୍ ୩୨ | ଅପରାହ୍ନ ୩:୦୨
ସୁଟିଂ | ୧୦ ମିଟର ଏୟାର ପିସ୍ତଲ ମହିଳା ଫାଇନାଲ (ଯୋଗ୍ୟତା ଅର୍ଜନ ପରେ) | ଅପରାହ୍ନ ୩:୩୦
ଟେନିସ୍ | ପ୍ରଥମ ରାଉଣ୍ଡ ମ୍ୟାଚ୍ | ପୁରୁଷ ସିଙ୍ଗଲ୍ସ(ସୁମିତ ନାଗଲ), ପୁରୁଷ ଡବଲ୍ସ(ରୋହନ ବୋପାନ୍ନା ଓ ଏନ.ଶ୍ରୀରାମ ବାଲାଜୀ) | ଅପରାହ୍ନ ୩:୩୦

ବକ୍ସିଂ | ମହିଳା ୫୦ କିଲୋଗ୍ରାମ (ନିଖତ ଜରିନ) ରାଉଣ୍ଡ ଅଫ ୩୨ | ଅପରାହ୍ନ ୪:୦୬

ତୀରନ୍ଦାଜ | ମହିଳା ଟିମ କ୍ୱାର୍ଟରଫାଇନାଲ(ଯୋଗ୍ୟତା ଅର୍ଜନ ପରେ) | ଅପରାହ୍ନ ୫:୪୫
ତୀରନ୍ଦାଜ | ମହିଳା ଟିମ ବ୍ରୋଞ୍ଜ ମେଡାଲ୍ ମ୍ୟାଚ୍ (ଯୋଗ୍ୟତା ଅର୍ଜନ ପରେ) | ସନ୍ଧ୍ୟା ୮:୧୮
ତୀରନ୍ଦାଜ | ମହିଳା ଟିମ ଗୋଲ୍ଡ ମେଡାଲ ମ୍ୟାଚ୍ (ଯୋଗ୍ୟତା ଅର୍ଜନ ପରେ) | ସନ୍ଧ୍ୟା ୮:୪୧
ସୁଇମିଂ | ପୁରୁଷ ୧୦୦ ମିଟର ବ୍ୟାକଷ୍ଟ୍ରୋକ୍ ସେମିଫାଇନାଲ (ଯୋଗ୍ୟତା ଅର୍ଜନ ପରେ) | ରାତି ୧:୦୨
ସୁଇମିଂ | ମହିଳା ୨୦୦ ମିଟର ଫ୍ରିଷ୍ଟାଇଲ ସେମିଫାଇନାଲ(ଯୋଗ୍ୟତା ଅର୍ଜନ ପରେ) | ରାତି ୧:୨୦
୨୯ ଜୁଲାଇ ସୋମବାର
ବ୍ୟାଡମିଣ୍ଟନ | ପୁରୁଷ ସିଙ୍ଗଲ୍ସ ଗ୍ରୁପ ପର୍ଯ୍ୟାୟ (ଏଚ ଏଚ ପ୍ରଣୟ, ଲକ୍ଷ ସେନ୍), ମହିଳା ସିଙ୍ଗଲ୍ସ ଗ୍ରୁପ ପର୍ଯ୍ୟାୟ(ପିଭି ସିନ୍ଧୁ), ପୁରୁଷ ଡବଲ୍ସ ଗ୍ରୁପ ପର୍ଯ୍ୟାୟ(ସାତ୍ତିକସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟୀ), ମହିଳା ଡବଲ୍ସ ଗ୍ରୁପ ପର୍ଯ୍ୟାୟ (ତନିସା କ୍ରାଷ୍ଟୋ ଓ ଅଶ୍ୱିନୀ ପୋନାପ୍ପା) | ଅପରାହ୍ନ ୧୨:୦୦

ସୁଟିଂ | ଟ୍ରାପ୍ ପୁରୁଷ ଯୋଗ୍ୟତା ପର୍ଯ୍ୟାୟ(ପୃଥୀରାଜ ତୋଣ୍ଡାଇମାନ) | ଅପରାହ୍ନ ୧୨:୩୦
ସୁଟିଂ | ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ ଯୋଗ୍ୟତା ପର୍ଯ୍ୟାୟ (ସରବଜୋତ ସିଂହ, ଅର୍ଜୁନ ଚିମା, ମନୁ ଭାକର, ରିଦିମ ସାଙ୍ଗୱାନ) | ଅପରାହ୍ନ ୧୨:୪୫
ସୁଟିଂ | ୧୦ ମିଟର ଏୟାର ରାଇଫଲ ମହିଳା ଫାଇନାଲ (ଯୋଗ୍ୟତା ଅର୍ଜନ ପରେ) | ଅପରାହ୍ନ ୧:୦୦
ତୀରନ୍ଦାଜ | ପୁରୁଷ ଟିମ ରାଉଣ୍ଡ ଅଫ୍ 16 (ବି. ଧୀରଜ, ତରୁଣଦୀପ ରାୟ, ପ୍ରବୀଣ ଯାଦବ) | ଅପରାହ୍ନ ୧:୦୦ 

ରୋଇଂ | ପୁରୁଷ ଟିମ ସ୍କଲ୍ସ ସେମିଫାଇନାଲ E/F | ଅପରାହ୍ନ ୧:୦୦
ଟେବୁଲ ଟେନିସ | ପୁରୁଷ ସିଙ୍ଗଲ୍ସ (ସରଥ କମଲ, ହରମିତ ଦେଶାଇ) ଓ ମହିଳା ସିଙ୍ଗଲ୍ସ (ମନିକା ବାତ୍ରା, ଶ୍ରୀଜା ଅକୁଲା) ରାଉଣ୍ଡ ଅଫ ୬୪ ଓ ୩୨ | ଅପରାହ୍ନ ୧:୩୦
ସୁଟିଂ | ୧୦ ମିଟର ଏୟାର ରାଇଫଲ ପୁରୁଷ ଫାଇନାଲ (ଯୋଗ୍ୟତା ଅର୍ଜନ ଜରୁରୀ) | ଅପରାହ୍ନ ୩:୩୦
ଟେନିସ୍ | ଦ୍ୱିତୀୟ ରାଉଣ୍ଡ ମ୍ୟାଚ(ଯୋଗ୍ୟତା ପର୍ଯ୍ୟାୟ ପରେ) | ଅପରାହ୍ନ ୩:୩୦
ହକି | ପୁରୁଷ ଗ୍ରୁପ ବି | ଭାରତ ବନାମ ଆର୍ଜେଣ୍ଟିନା | ଅପରାହ୍ନ ୪.୧୫

ତୀରନ୍ଦାଜ | ପୁରୁଷ ଟିମ କ୍ୱାର୍ଟରଫାଇନାଲ (ଯୋଗ୍ୟତା ଅର୍ଜନ ଜରୁରୀ) | ଅପରାହ୍ନ ୫.୪୫
ତୀରନ୍ଦାଜ | ପୁରୁଷ ଟିମ ସେମିଫାଇନାଲ (ଯୋଗ୍ୟତା ଅର୍ଜନ ଜରୁରୀ) | ସନ୍ଧ୍ୟା ୭.୧୭
ତୀରନ୍ଦାଜ | ପୁରୁଷ ଟିମ ବ୍ରୋଞ୍ଜ ମେଡାଲ ମ୍ୟାଚ୍ (ଯୋଗ୍ୟତା ଅର୍ଜନ ଜରୁରୀ) | ସନ୍ଧ୍ୟା ୮.୧୮

ତୀରନ୍ଦାଜ | ପୁରୁଷ ଟିମ ଗୋଲ୍ଡ ମେଡାଲ ମ୍ୟାଚ୍ (ଯୋଗ୍ୟତା ଅର୍ଜନ ଜରୁରୀ) | ସନ୍ଧ୍ୟା ୮.୪୧
ସୁଇମିଂ  | ପୁରୁଷ ୧୦୦ ମିଟର ବ୍ୟାକଷ୍ଟ୍ରୋକ୍ ଫାଇନାଲ (ଯୋଗ୍ୟତା ଅର୍ଜନ ଜରୁରୀ) | ରାତି ୧୨.୪୯
ସୁଇମିଂ | ମହିଳା ୨୦୦ ମିଟର ଫ୍ରୀଷ୍ଟାଇଲ ଫାଇନାଲ (ଯୋଗ୍ୟତା ଅର୍ଜନ ଜରୁରୀ) | ରାତି ୧:୧୧

୩୦ ଜୁଲାଇ, ମଙ୍ଗଳବାର
ବ୍ୟାଡମିଣ୍ଟନ | ପୁରୁଷ ସିଙ୍ଗଲ୍ସ ଗ୍ରୁପ ପର୍ଯ୍ୟାୟ (ଏଚ ଏସ ପ୍ରଣୟ, ଲକ୍ଷ ସେନ୍ ), ମହିଳା ସିଙ୍ଗଲ୍ସ ଗ୍ରୁପ ପର୍ଯ୍ୟାୟ (ପିଭି ସିନ୍ଧୁ), ପୁରୁଷ ଡବଲ୍ସ ଗ୍ରୁପ ପର୍ଯ୍ୟାୟ (ସାତ୍ତିକ ସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟୀ), ମହିଳା ଡବଲ୍ସ ଗ୍ରୁପ ପର୍ଯ୍ୟାୟ (ତନିସା କ୍ରାଷ୍ଟୋ ଓ ଅଶ୍ୱିନୀ ପୋନାପ୍ପା) | ଅପରାହ୍ନ ୧୨.୦୦

ସୁଟିଂ | ଟ୍ରାପ ପୁରୁଷ ଯୋଗ୍ୟତା ପର୍ଯ୍ୟାୟ (ପୃଥୀରାଜ ତୋଣ୍ଡାଇମାନ) | ଅପରାହ୍ନ ୧୨:୩୦

ସୁଟିଂ | ଟ୍ରାପ ମହିଳା ଯୋଗ୍ୟତା ପର୍ଯ୍ୟାୟ (ରାଜେଶ୍ୱରୀ କୁମାରୀ, ଶ୍ରେୟସୀ ସିଂ) | ଅପରାହ୍ନ ୧୨:୩୦ 

ସୁଟିଂ | ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ ମେଡାଲ ରାଉଣ୍ଡସ (ଯୋଗ୍ୟତା ଅର୍ଜନା ଜରୁରୀ) | ଅପରାହ୍ନ ୧:୩୦ 
ଟେବୁଲ ଟେନିସ | ପୁରୁଷ ସିଙ୍ଗଲ୍ସ (ସରଥ କମଲ, ହରମିତ ଦେଶାଇ) ଓ ମହିଳା ସିଙ୍ଗଲ୍ସ (ମନିକା ବାତ୍ରା, ଶ୍ରୀଜା ଅକୁଲା) ରାଉଣ୍ଡ ଅଫ୍ ୩୨ | ଅପରାହ୍ନ ୧:୩୦

ରୋଇଂ  | ପୁରୁଷ ସିଙ୍ଗଲ୍ସ ସ୍କଲ୍ସ କ୍ୱାର୍ଟରଫାଇନାଲ (ଯୋଗ୍ୟତା ଅର୍ଜନ ଜରୁରୀ) | ଅପରାହ୍ନ ୧:୪୦

ବକ୍ସିଂ | ପୁରୁଷ ୫୧ କିଲୋଗ୍ରାମ ରାଉଣ୍ଡ ଅଫ୍ ୧୬ (ଯୋଗ୍ୟତା ଅର୍ଜନ ଜରୁରୀ) | ଅପରାହ୍ନ ୨:୩୦

ଅଶ୍ୱଚାଳନା(ଏକ୍ୱିଏଷ୍ଟ୍ରିଆନ) | ଡ୍ରେସଜ୍ ବ୍ୟକ୍ତିଗତ ପ୍ରଥମ ଦିନ(ଅନୁଶ ଅଗରୱାଲା) | ଅପରାହ୍ନ ୨:୩୦

ତୀରନ୍ଦାଜ | ପୁରୁଷ ବ୍ୟକ୍ତିଗତ (ବି.ଧୀରଜ, ତରୁଣଦୀପ ରାୟ, ପ୍ରବୀଣ ଯାଦବ) ରାଉଣ୍ଡ ଅଫ୍ ୬୪ ଓ ମହିଳା ବ୍ୟକ୍ତିଗତ(ଦୀପିକା କୁମାରୀ, ଅଙ୍କିତା ଭକତ, ଭଜନ କୌର) | ରାଉଣ୍ଡ ଅଫ୍ ୬୪ | ଅପରାହ୍ନ ୩:୩୦

ଟେନିସ | ପୁରୁଷ ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡ ଓ ପୁରୁଷ ଡବଲ୍ସ ତୃତୀୟ ରାଉଣ୍ଡ ମ୍ୟାଚ୍ (ଯୋଗ୍ୟତା ଅର୍ଜନ ପରେ) | ଅପରାହ୍ନ ୩:୩୦

ବକ୍ସିଂ | ମହିଳା ୫୪ କିଲୋଗ୍ରାମ ରାଉଣ୍ଡ ଅଫ୍ ୧୬ | (ଯୋଗ୍ୟତା ଅର୍ଜନ ଜରୁରୀ) | ଅପରାହ୍ନ ୩:୫୦
ତୀରନ୍ଦାଜ | ପୁରୁଷ ବ୍ୟକ୍ତିଗତ ରାଉଣ୍ଡ ଅଫ ୩୨ (ଯୋଗ୍ୟତା ଅର୍ଜନ ଜରୁରୀ) | ଅପରାହ୍ନ ୪:୧୫
ତୀରନ୍ଦାଜ | ମହିଳା ବ୍ୟକ୍ତିଗତ ରାଉଣ୍ଡ ଅଫ ୩୨ (ଯୋଗ୍ୟତା ଅର୍ଜନ ଜରୁରୀ) | ଅପରାହ୍ନ ୪:୩୦

ବକ୍ସିଂ | ମହିଳା ୫୭ କିଲୋଗ୍ରାମ (ଜସମିନ୍ ଲାମ୍ବୋରିଆ) ରାଉଣ୍ଡ ଅଫ୍ ୩୨ | ଅପରାହ୍ନ ୪:୩୮

ହକି | ପୁରୁଷ ଗ୍ରୁପ ବି | ଭାରତ ବନାମ ଆୟରଲ୍ୟାଣ୍ଡ | ଅପରାହ୍ନ ୪:୪୫
ସୁଟିଂ | ପୁରୁଷ ଟ୍ରାପ ଫାଇନାଲ | (ଯୋଗ୍ୟତା ଅର୍ଜନ ଜରୁରୀ) | ସନ୍ଧ୍ୟା ୭:୦୦

୩୧ ଜୁଲାଇ, ବୁଧବାର

ବ୍ୟାଡମିଣ୍ଟନ | ପୁରୁଷ ସିଙ୍ଗଲ୍ସ ଗ୍ରୁପ ପର୍ଯ୍ୟାୟ (ଏଚ ଏସ ପ୍ରଣୟ, ଲକ୍ଷ ସେନ୍), ମହିଳା ସିଙ୍ଗଲ୍ସ ଗ୍ରୁପ ପର୍ଯ୍ୟା(ପିଭି ସିନ୍ଧୁ), ମହିଳା ଡବଲ୍ସ ଗ୍ରୁପ ପର୍ଯ୍ୟାୟ (ସାତ୍ତିକ ସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟୀ), ମହିା ଡବଲ୍ସ ଗ୍ରୁପ ପର୍ଯ୍ୟାୟ (ତନିସା କ୍ରାଷ୍ଟୋ ଓ ଅଶ୍ୱିନୀ ପୋନାପ୍ପା) | ଅପରାହ୍ନ ୧୨:୦୦

ସୁଟିଂ | ୫୦ ମିଟର ରାଇଫଲ ୩ ପୋଜିସନ ପୁରୁଷ ଯୋଗ୍ୟତା ପର୍ଯ୍ୟାୟ (ଐଶର୍ଯ୍ୟ ତୋମାର, ସ୍ୱପ୍ନିଲ କୁଶାଲେ | ଅପରାହ୍ନ ୧୨:୩୦
ସୁଟିଂ | ଟ୍ରାପ ମହିଳା ଯୋଗ୍ୟତା ପର୍ଯ୍ୟାୟ (ରାଜେଶ୍ୱରୀ କୁମାରୀ, ଶ୍ରେୟସୀ ସିଂ) | ଅପରାହ୍ନ ୧୨:୩୦
ରୋଇଂ | ପୁରୁଷ ସିଙ୍ଗଲ୍ସ ସ୍କଲ୍ସ ସେମିଫାଇନାଲ (ଯୋଗ୍ୟତା ଅର୍ଜନ ପରେ) | ଅପରାହ୍ନ ୧:୨୪

ଅଶ୍ୱଚାଳନା | ଡ୍ରେସେଜ୍ ବ୍ୟକ୍ତିଗତ ପ୍ରଥମ ଦିନ | ଅଙ୍କୁଶ ଅଗରୱାଲା | ଅପରାହ୍ନ ୧:୩୦
ଟେବୁଲ ଟେନିସ | ପୁରୁଷ ସିଙ୍ଗଲ୍ସ (ସରଥ କମଲ, ହରମିତ ଦେଶାଇ) ଓ ମହିଳା ସିଙ୍ଗଲ୍ସ (ମନିକା ବାତ୍ରାସ ଶ୍ରୀଜା ଅକୁଲା) ରାଉଣ୍ଡ ଅଫ୍ ୩୨ | ଅପରାହ୍ନ ୧:୩୦ 
ବକ୍ସିଂ | ପୁରୁଷ ୭୧ କିଲୋଗ୍ରାମ ରାଉଣ୍ଡ ଅଫ ୧୬ (ଯୋଗ୍ୟତା ଅର୍ଜନ ଜରୁରୀ) | ଅପରାହ୍ନ ୩:୦୨
ତୀରନ୍ଦାଜ | ପୁରୁଷ ବ୍ୟକ୍ତିଗତ ରାଉଣ୍ଡ ଅଫ୍ ୬୪ ଓ ୩୨ ଓ ମହିଳା ବ୍ୟକ୍ତିଗତ ରାଉଣ୍ଡ ଅଫ୍ ୬୪ ଓ ୩୨ | ଅପରାହ୍ନ ୩:୩୦
ଟେନିସ | ପୁରୁଷ ସିଙ୍ଗଲ୍ସ ତୃତୀୟ ରାଉଣ୍ଡ ଓ ପୁରୁଷ ଡବଲ୍ସ ସେମିଫାଇନାଲ ମ୍ୟାଚ୍ | (ଯୋଗ୍ୟତା ଅର୍ଜନ ଜରୁରୀ) | ଅପରାହ୍ନ ୩:୩୦
ବକ୍ସିଂ | ମହିଳା ୭୫ କିଲୋଗ୍ରାମ ପ୍ରିଲିମିନାରୀ ରାଉଣ୍ଡ (ଲଭଲିନା ବୋର୍ଗୋହେନ) | ଅପରାହ୍ନ ୩:୩୪
ଟେବୁଲ ଟେନିସ | ପୁରୁଷ ସିଙ୍ଗଲ୍ସ ରାଉଣ୍ଡ ଅଫ ୧୬ ଓ ମହିଳା ସିଙ୍ଗଲ୍ସ ରାଉଣ୍ଡ ଅଫ ୧୬ | (ଯୋଗ୍ୟତା ଅର୍ଜନ ଜରୁରୀ)  | ସନ୍ଧ୍ୟା ୬:୩୦
ସୁଟିଂ | ମହିଳା ଟ୍ରାପ ଫଇନାଲ (ଯୋଗ୍ୟତା ଅର୍ଜନ ଜରୁରୀ) | ସନ୍ଧ୍ୟା ୭:୦୦
1 ଅଗଷ୍ଟ, ଗୁରୁବାର
ଆଥଲେଟିକ୍ସ | ପୁରୁଷ ୨୦ ମିଟର ରେସ୍ ୱାଲକ୍(ଅକ୍ଷଦୀପ ସିଂ, ବିକାଶ ସିଂ, ପରମଜିତ ବିଷ୍ଟ) | ସକାଳ ୧୧:୦୦

ବ୍ୟାଡମିଣ୍ଟନ | ପୁରୁଷ ସିଙ୍ଗଲ୍ସ ରାଉଣ୍ଡ ଅଫ ୧୬ ଓ ମହିଳା ଡବଲ୍ସ କ୍ୱାର୍ଟରଫାଇନାଲ (ଯୋଗ୍ୟତା ଅର୍ଜନ ଜରୁରୀ) | ଅପରାହ୍ନ ୧୨:୦୦

ଗଲ୍ଫ | ପୁରୁଷ ରାଉଣ୍ଡ ୧(ଗଗନଜିତ ଭୁଲର, ଶୁଭଙ୍କର ଶର୍ମା) | ଅପରାହ୍ନ ୧୨:୩୦
ଆଥଲେଟିକ୍ସ | ମହିଳା ୨୦ ମିଟର ରେସ୍ ୱାଲକ୍ (ପ୍ରିୟଙ୍କା ଗୋସ୍ୱାମୀ) | ଅପରାହ୍ନ ୧୨:୫୦
ତୀରନ୍ଦାଜ | ପୁରୁଷ ବ୍ୟକ୍ତିଗତ ରାଉଣ୍ଡ ଅଫ ୬୪ ଓ ୩୨ ଓ ମହିଳା ବ୍ୟକ୍ତିଗତ ରାଉଣ୍ଡ ଅଫ୍ ୬୪ ଓ ୩୨ | ଅପରାହ୍ନ ୧:୦୦
ସୁଟିଂ | ୫୦ ମିଟର ରାଇଫଲ ୩ ପୋଜିସନ ପୁରୁଷ ଫାଇନାଲ (ଯୋଗ୍ୟତା ଅର୍ଜନ ଜରୁରୀ) | ଅପରାହ୍ନ ୧:୦୦
ରୋଇଂ | ପୁରୁଷ ସିଙ୍ଗଲ ସ୍କଲ୍ସ  SF A/B | ଅପରାହ୍ନ ୧: ୨୦
ହକି | ପୁରୁଷ ଗ୍ରୁପ ବି | ଭାରତ ବନାମ ବେଲଜିୟମ | ଅପରାହ୍ନ ୧: ୩୦
ଟେବୁଲ ଟେନିସ | ମହିଳା ସିଙ୍ଗଲ୍ସ କ୍ୱାର୍ଟରଫାଇନାଲ | (ଯୋଗ୍ୟତା ଅର୍ଜନ ଜରୁରୀ) | ଅପରାହ୍ନ ୧:୩୦
ବକ୍ସିଂ | ମହିଳା ୫୦ କିଲୋଗ୍ରାମ ରାଉଣ୍ଡ ଅଫ ୧୬ | (ଯୋଗ୍ୟତା ଅର୍ଜନା ପରେ) | ଅପରାହ୍ନ ୨:୩୦
ଟେବୁଲ ଟେନିସ | ମହିଳା ସିଙ୍ଗଲ୍ସ କ୍ୱାର୍ଟରଫାଇନାଲ (ଯୋଗ୍ୟତା ଅର୍ଜନା ପରେ) | ଅପରାହ୍ନ ୨:୩୦
ସୁଟିଂ | ୫୦ ମିଟର ରାଇଫଲ ୩ ପୋଜିସନ ମହିଳା ଯୋଗ୍ୟତା ପର୍ଯ୍ୟାୟ (ସିଫ୍ଟ କୌର ସମ୍ରା, ଅଂଜୁମ ମୌଦଗିଲ) | ଅପରାହ୍ନ ୩:୩୦
ଟେନିସ | ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ (ଯୋଗ୍ୟତା ଅର୍ଜନ ଜରୁରୀ) | ଅପରାହ୍ନ ୩:୩୦ 
ସେଲିଂ | ପୁରୁଷ ଡିଙ୍ଗହ ରେସ୍ ୧ | ୨ ବିଷ୍ଣୁ ସର୍ବନନ | ଅପରାହ୍ନ ୩:୪୫
ବକ୍ସିଂ | ମହିଳା ୫୪ କିଲୋଗ୍ରାମ କ୍ୱାର୍ଟରଫାଇନାଲ (ଯୋଗ୍ୟତା ଅର୍ଜନା ପରେ) | ଅପରାହ୍ନ ୪:୦୬ 
ବ୍ୟାଡମିଣ୍ଟନ | ପୁରୁଷ ଡବଲ୍ସ କ୍ୱାର୍ଟର ଫାଇନାଲ (ଯୋଗ୍ୟତା ଅର୍ଜନ ଜରୁରୀ) | ଅପରାହ୍ନ ୪:୩୦
ସେଲିଂ | ମହିଳା ଡିଙ୍ଗହ ରେସ୍ ୧ | ୨(ନେତ୍ରା କୁମାନନ) | ସନ୍ଧ୍ୟା ୭:୦୫ 
ବ୍ୟାଡମିଣ୍ଟନ | ମହିଳା ସିଙ୍ଗଲ୍ସ ରାଉଣ୍ଡ ଅଫ୍ ୧୬ (ଯୋଗ୍ୟତା ଅର୍ଜନ ଜରୁରୀ) | ରାତି ୧୦:୦୦