Advertisment

ବାଂଲାଦେଶ ବିପକ୍ଷରେ ଭାରତର ରନ୍ ବର୍ଷା; ୬ ୱିକେଟ୍ ହରାଇ କଲା ୨୯୭ ରନ୍

ଅନ୍ତର୍ଜାତୀୟ ଟି-ଟ୍ବେଣ୍ଟିରେ ଭାରତର ସର୍ବାଧିକ ସ୍କୋର୍ ବୋଲି କୁହାଯାଉଛି । ଟେଷ୍ଟ ଖେଳୁଥିବା ରାଷ୍ଟ୍ରଙ୍କ ମଧ୍ୟରେ ଏହା ହେଉଛି ସର୍ବାଧିକ ଇନିଂସ ସ୍କୋର।

ଅଦ୍ୟତନ ହୋଇଛି
 IND vs BAN 3rd T20I

IND vs BAN 3rd T20I

Advertisment

ବାଂଲାଦେଶ ବିପକ୍ଷ ଟି-ଟ୍ବେଣ୍ଟି ସିରିଜର ଶେଷ ମ୍ୟାଚରେ ଭାରତର ରନ୍ ବର୍ଷା। ୬ ୱିକେଟ୍ ହରାଇ ଟିମ୍ ଇଣ୍ଡିଆ ଆଜି ରେକର୍ଡ ୨୯୭ ରନ୍ କରିଛି । ଅନ୍ତର୍ଜାତୀୟ ଟି-ଟ୍ବେଣ୍ଟିରେ ଭାରତର ସର୍ବାଧିକ ସ୍କୋର୍ ବୋଲି କୁହାଯାଉଛି । ଟେଷ୍ଟ ଖେଳୁଥିବା ରାଷ୍ଟ୍ରଙ୍କ ମଧ୍ୟରେ ଏହା ହେଉଛି ସର୍ବାଧିକ ଇନିଂସ ସ୍କୋର। 

Advertisment

ଭାରତୀୟ ଇନିଂସରେ ସର୍ବାଧିକ ୨୨ ଛକାର ରେକର୍ଡ ରହିଥିବାବେଳେ ୨୫ଟି ଚୌକା ସହ ସର୍ବାଧିକ ବାଉଣ୍ଡରୀର ଆଉ ଏକ ରେକର୍ଡ ହୋଇଛି। କୌଣସି ଟି-୨୦ ଇନିଂସରେ ମୋଟ୍ ୪୭ ବାଉଣ୍ଡରୀ ସର୍ବାଧିକ। ତେବେ ୨୯୮ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବାଂଲାଦେଶର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଛି। ପ୍ରଥମ ବଲରେ ପ୍ରଥମ ୱିକେଟର ପତନ ହୋଇଛି। 

Records India Vs Bangladesh 3rd T20I IND Vs BAN
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ