IND vs ENG
ଟି-୨୦ ବିଶ୍ୱକପ୍ ଦ୍ୱିତୀୟ ସେମିଫାଇନାଲ୍ରେ ଆମ୍ନାସାମ୍ନି ଭାରତ-ଇଂଲଣ୍ତ । ଟସ୍ ଜିତିଛି ଇଂଲଣ୍ତ । ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଟସ୍ ବଟଲର୍ । ତେବେ ପ୍ରଥମେ ବ୍ୟାଟିଂ କରିବ ଟିମ୍ ଇଣ୍ତିଆ। ଆଡିଲେଡ୍ରେ ଭାରତ-ଇଂଲଣ୍ଡର ଏହି ହାଇଭୋଲଟେଜ୍ ଟକ୍କର ଖେଳାଯିବ ।
ଭାରତୀୟ ଦଳ:
ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, କେ.ଏଲ୍.ରାହୁଲ, ହାର୍ଦ୍ଦିକ ପାଣ୍ତ୍ୟା,ଋଷଭ ପନ୍ତ, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ୍, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, ଅର୍ଶଦୀପ ସିଂ
ଇଂଲଣ୍ତ ଦଳ:
ଜସ୍ ବଟଲର୍(ଅଧିନାୟକ), ଆଲେକ୍ସ ହେଲ୍ସ, ବେନ୍ ଷ୍ଟୋକ୍ସ, ହାରି ବ୍ରୁକ୍, ଲିଅମ୍ ଲିଭିଙ୍ଗଷ୍ଟୋନ୍, ମୋଇନ୍ ଅଲି, ସାମ୍ କରନ୍, କ୍ରିସ୍ ଜୋର୍ଡାନ୍, କ୍ରିସ୍ ୱୋକ୍ସ, ଆଦିଲ୍ ରାସିଦ୍
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IND_vs_ENG_1668066343.jpg)