Advertisment

ଅଜବ ବ୍ୟକ୍ତିତ୍ୱ! ଷ୍ଟାଡିୟମ ଗ୍ୟାଲେରୀରେ ବସି ମୋବାଇଲ୍‌ରେ ମ୍ୟାଚ୍‌ ଦେଖିଲେ

ଲୋକେ ଟଙ୍କା ଖର୍ଚ୍ଚ କରି ଷ୍ଟାଡିୟମ ମ୍ୟାଚ୍‌ ଦେଖିବାକୁ ଯାଆନ୍ତି । ହଜାର ହଜାର ଲୋକ ଟିମ୍‌କୁ ଚିୟର୍ସ ମଧ୍ୟ କରିଥାନ୍ତି । କିନ୍ତୁ ଏହି ବ୍ୟକ୍ତି ଜଣକ ଗ୍ୟାଲେରୀରେ ଶୋଇ ନିଜ ମୋବାଇଲ୍‌ରେ ମ୍ୟାଚ୍‌ ଦେଖୁଛନ୍ତି ।

Viral Video

Viral Video

Advertisment

ଆଇପିଏଲ୍‌ ମ୍ୟାଚ୍‌ ଦେଖିବା ପାଇଁ ଟିକେଟ୍‌ କିଣି ଷ୍ଟାଡିୟମ ପହଞ୍ଚିଲେ, ହେଲେ ପଡ଼ିଆରେ ଲାଇଭ୍‌ ଦେଖିବା ବଦଳରେ ମୋବାଇଲ୍‌ରେ ମ୍ୟାଚ୍‌ ଦେଖିଲେ । କଥାଟି ଅଜବ ଲାଗୁଥିଲେ ବି ସତ । ଏହାର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବ୍ୟାକ୍ତି ଜଣକ ଷ୍ଟାଡିୟମ ଗ୍ୟାଲେରୀରେ ବସି ମୋବାଇଲ୍‌ରେ ମ୍ୟାଚ୍‌ ଦେଖୁଛନ୍ତି । ସୋସିଆଲ ମିଡିଆରେ ଏଭଳି ଘଟଣା ପ୍ରଥମଥର ଦେଖିବାକୁ ମିଳିଛି, ଯାହା ଚର୍ଚ୍ଚାର ବିଷୟ ପାଲଟିଛି ।

Advertisment

ନିକଟରେ ଭାଇରାଲ ହୋଇଥିବା ଏକ ସୋସିଆଲ ମିଡିଆ ଭିଡିଓରେ ଜଣେ ବ୍ୟକ୍ତି ଷ୍ଟାଡିୟମରେ ବସିଥିବା ସମୟରେ ତାଙ୍କ ଫୋନରେ ଆଇପିଏଲ ମ୍ୟାଚ୍ ଦେଖୁଥିଲେ । ମ୍ୟାଚ୍‌ଟି ଚେନ୍ନାଇ ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିଲା । ଭାଇରାଲ ଭିଡିଓକୁ ଦେଖିଲେ ଆପଣ ନିଶ୍ଚିତ ହସିବେ, ଆଉ କହିବେ କି ବିଚିତ୍ର ଲୋକ । ଏହି ଭିଡିଓକୁ ବିଜୟ ନାମକ ଜଣେ ବ୍ୟକ୍ତି ନିଜ ଟ୍ୱିଟର୍‌ ପେଜ୍‌ରେ ସେୟାର କରିଛନ୍ତି ।

Advertisment

ଲୋକେ ଟଙ୍କା ଖର୍ଚ୍ଚ କରି ଷ୍ଟାଡିୟମ ମ୍ୟାଚ୍‌ ଦେଖିବାକୁ ଯାଆନ୍ତି । ହଜାର ହଜାର ଲୋକ ଟିମ୍‌କୁ ଚିୟର୍ସ ମଧ୍ୟ କରିଥାନ୍ତି । କିନ୍ତୁ ଏହି ବ୍ୟକ୍ତି ଜଣକ ଗ୍ୟାଲେରୀରେ ଶୋଇ ନିଜ ମୋବାଇଲ୍‌ରେ ମ୍ୟାଚ୍‌ ଦେଖୁଛନ୍ତି । ଏହି ଭିଡିଓକୁ ଅନେକ ସୋସିଆଲ୍‌ ମିଡିଆ ପ୍ଲାଟଫର୍ମରେ ସେୟାର କରାଯାଇଛି । ଯେଉଁଥିରେ ଏପର୍ଯ୍ୟନ୍ତ ୧୧.୭ ହଜାର ଭିୟୁଜ୍‌, ୪୧ ରିଟ୍ୱିଟ୍‌, ୧୪୧ ଲାଇକ୍‌ ମଧ୍ୟ ମିଳିଛି।

Viral Video Cricket Match
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ