Won’t contest elections but I am not retiring from politics says Congress leader Narsingha Mishra
ଆସନ୍ତା ୨୦୨୪ରେ ନିର୍ବାଚନ ଲଢ଼ିବେ ନାହିଁ ବରିଷ୍ଠ କଂଗ୍ରେସ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ଓଟିଭିକୁ ପ୍ରତିକ୍ରିୟା ଦେଇ ନରସିଂହ କହିଛନ୍ତି, ମୋତେ ୮୩ ବର୍ଷ ହେଲାଣି, ଆଉ ନିର୍ବାଚନ ଲଢ଼ିବି ନାହିଁ ।
ଫାଇନାଲ ନିଷ୍ପତ୍ତି ଦଳ ନେବ ବୋଲି ଆଶା ରହିଥିବା ନରସିଂହ କହିଛନ୍ତି । କିନ୍ତୁ ସାନ ପୁଅ ସମରେନ୍ଦ୍ର ମିଶ୍ର ବଲାଙ୍ଗିରରୁ ପ୍ରାର୍ଥୀ ହେବେ ବୋଲି କହିବା ସହ ସମରେନ୍ଦ୍ର ପ୍ରାର୍ଥୀ ହେବା ଆପାତତଃ ସ୍ଥିର । କିନ୍ତୁ ଫାଇନାଲ୍ ନୁହେଁ ବୋଲି ନରସିଂହ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1697448879.jpg)