Advertisment

ଫସି ଯାଇଛନ୍ତି ରାଜ୍ୟ ସରକାର: ଅପରାଜିତା

ପ୍ରକଳ୍ପର ଷ୍ଟ୍ରକଚରାଲ ଇଂଜିନିୟର, ହେରିଟେଜ କଞ୍ଜର୍ଭେସନ ଆର୍କିଟେକ୍ଟ କିଏ?

Heritage Corridor Row

Heritage Corridor Row

Advertisment

ଫସି ଯାଇଛନ୍ତି ରାଜ୍ୟ ସରକାର। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ରାଜ୍ୟ ସରକାର ଫସି ଯାଇଛନ୍ତି, ତେଣୁ କଭର ଅପ୍ ଏବଂ ମ୍ୟାନେଜ କରିବାକୁ ଚେଷ୍ଟା କରୁଛନ୍ତି। ରାଜ୍ୟ ସରକାରଙ୍କ ଏହା କେବଳ ଅହଂକାରର ପରିଚୟ।  ଆମ୍ସର ଆକ୍ଟର ଉଲ୍ଲଂଘନ ହୋଇଛି। 

Advertisment

GPRS ସର୍ଭେ ନକରି କାମ ଆରମ୍ଭ କଲେ। ପ୍ରକଳ୍ପର ଷ୍ଟ୍ରକଚରାଲ ଇଂଜିନିୟର, ହେରିଟେଜ କଞ୍ଜର୍ଭେସନ ଆର୍କିଟେକ୍ଟ କିଏ? ତେଣୁ ରାଜ୍ୟ ସରକାର ଏ ଦୁଇ ଜଣଙ୍କୁ ସାମ୍ନାକୁ ଆଣିବା କଥା। ଯେଉଁ ଯୋଜନା ରାଜ୍ୟ ସରକାର କରୁଛନ୍ତି ପୁରୀ ସାଂସଦ ଜାଣିନାହାନ୍ତି। ଯଦି ସାଂସଦ ଜାଣିବେନି ତେବେ ସାଢ଼େ ୪ କୋଟି ଓଡ଼ିଆଙ୍କ କଥା ଛାଡ଼ିଦିଅନ୍ତୁ ବୋଲି କହିଛନ୍ତି ଅପରାଜିତା ଷଡଙ୍ଗୀ।   

Puri Jagannath Temple Heritage Corridor Srimandir Parikrama Project Row
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ