Advertisment

ଅଚେତ ଅବସ୍ଥାରେ ମିଳିଲେ ସରପଞ୍ଚ ପ୍ରାର୍ଥୀ, ହାତଗୋଡ଼ ବାନ୍ଧି ରାସ୍ତାକଡ଼ରେ ପକାଇ ଦେଇଥିଲେ ଦୁର୍ବୃତ୍ତ...

ଭୋଟ୍‌ର ଦିନକ ପୂର୍ବରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ଉଦ୍ଧାର କରାଯାଇଛି।  ଆଜି ସକାଳେ ଘରଠାରୁ ପ୍ରାୟ ୧ କି.ମି. ଦୂରରେ ରାସ୍ତାକଡ଼ରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି।

 Sarpanch Candidate Found Unconscious

Sarpanch Candidate Found Unconscious

Advertisment

ଭୋଟ୍‌ର ଦିନକ ପୂର୍ବରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ଉଦ୍ଧାର କରାଯାଇଛି। ନୂଆପଡା ଜିଲ୍ଲା ଖଡ଼ିଆଳ ସୁନାରିଶିକୁଆର ସରପଞ୍ଚ ପ୍ରାର୍ଥୀ ଚୁଳମଣି ବୈଠାରୁଙ୍କୁ ଆଜି ସକାଳେ ଘରଠାରୁ ପ୍ରାୟ ୧ କି.ମି. ଦୂରରେ ରାସ୍ତାକଡ଼ରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି।

Advertisment

ଗୁରୁତର ଅବସ୍ଥାରେ ଚୁଳମଣିଙ୍କୁ ବଲାଙ୍ଗିର ସ୍ଥାନାନ୍ତର କରାଯାଇଛି। ଗତକାଲି ରାତିରୁ ସେ ଘରକୁ ଫେରି ନଥିଲେ। ଚୁଳମଣିଙ୍କୁ କିଏ ଓ କାହିଁକି ହାତଗୋଡ଼ ବାନ୍ଧି ପକାଇଥିଲା ? ତାହା ସ୍ପଷ୍ଟ ହୋଇନାହିଁ। ଆସନ୍ତାକାଲି ପଞ୍ଚାୟତ ନିର୍ବାଚନର ୩ୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପର୍ଯ୍ୟାୟରେ ଚୁଳମଣିଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବାର ଅଛି।   

Odisha Panchayat Polls Odisha Panchayat Elections Sarpanch Candidate
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ