Advertisment

ବିଜେଡ଼ି ଛାଡ଼ି ବିଜେପିରେ ମିଶିଲେ ସଂଜୀବ ସାହୁ

ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ। ସେ ନିକଟରେ ବିଜେଡ଼ିରୁ ଦେଇଥିଲେ ଇସ୍ତଫା

ଅଦ୍ୟତନ ହୋଇଛି
Sanjeeb Sahoo

Sanjeeb Sahoo

Advertisment

ଭୁବନେଶ୍ୱର: ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ନିଜର ଶତାଧିକ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି ସଂଜୀବ। ତେବେ ସଂଜୀବ ନିକଟରେ ବିଜେଡି ଛାଡ଼ିଥିଲେ। ସୂଚନା ଅନୁସାରେ, ବୀରମହାରାଜପୁର ଓ ଆଠମଲ୍ଲିକରୁ ୪ ଥର ବିଧାୟକ ଥିଲେ ସଂଜୀବ ।

Advertisment
Odisha BJD BJP Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ