Panchayat Polls:Face-Off Erupts Between BJD,Congress Workers In Koraput
ପ୍ରଚାର ବେଳେ ମୁହାଁମୁହିଁ ହେଲେ ବିଜେଡି-କଂଗ୍ରେସ କର୍ମୀ । ରଣକ୍ଷେତ୍ର ପାଲଟିଲା କୋରାପୁଟ ଡୁମ୍ବାଗୁଡା ସାପ୍ତାହିକ ହାଟ । ସାପ୍ତାହିକ ହାଟ ପଡ଼ଇାରେ ପଞ୍ଚାୟତ ନିର୍ବାଚନ ପ୍ରଚାର ଚାଲିଥିବା ବେଳେ ବିଜେଡି ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି ପ୍ରଚାର ପାଇଁ ଗୁଡ଼ାଆମ୍ବ ପଡ଼ଇାରେ ଉଭୟ ପକ୍ଷର କର୍ମୀମାନେ ଏକତ୍ରିତ ହୋଇଥିଲେ । ଠିକ୍ ସେହି ସମୟରେ କୌଣସି କଥାକୁ ନେଇ ଦୁଇ ପକ୍ଷ ମଧ୍ୟରେ ବଚସା ହୋଇଥିଲା । ନେଇ ଉଭୟ ପକ୍ଷ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା ।
ତେବେ ଏନେଇ ଦଶମନ୍ତପୁର ଥାନାରେ ଉଭୟ ଦଳ ପକ୍ଷରୁ ଏତଲା ଦିଆଯାଇଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1644568624.jpg)