Advertisment

ଆସିଲା ଟ୍ରେଣ୍ଡ୍‌: କେଉଁଠି ବିଜେପି ଆଗରେ ତ ଆଉ କେଉଁଠି ବିଜେଡି...

୫ଟି ପର୍ଯ୍ୟାୟରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଆଜିଠାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି।  ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। କେଉଁଠି ବିଜେପି ଆଗରେ ଅଛି ତ ଆଉ କେଉଁଠି ବିଜେଡି ଆଗରେ ଅଛି।

ଅଦ୍ୟତନ ହୋଇଛି
Odisha Panchayat Polls

Odisha Panchayat Polls

Advertisment

୫ଟି ପର୍ଯ୍ୟାୟରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଆଜିଠାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ୩ ଦିନ ଧରି ଭୋଟ୍ ଗଣତି ଚାଲିବ। ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ଏହି ୩ ଦିନରେ ୧ ଲକ୍ଷ ୫୬ ହଜାର ୭୫୩ ଓ୍ୱାର୍ଡ ମେମ୍ବର, ୩୨ ହଜାର ୮୬୦ ସରପଞ୍ଚ, ୨୭ ହଜାର ୩୪ ସମିତି ସଭ୍ୟ ଓ ୩ ହଜାର ୩୩୯ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଗଣତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

Advertisment

କେଉଁଠି ବିଜେପି ଆଗରେ ଅଛି ତ ଆଉ କେଉଁଠି ବିଜେଡି ଆଗରେ ଅଛି। ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ଚାଲିଛି।

ନୟାଗଡ଼ର ୨ଟି ଜୋନ୍‌ରେ ବିଜେପି ଆଗୁଆ

  • ନୟାଗଡ଼ ଜୋନ୍ ୧୬ରେ ବିଜେପିର ସନ୍ଧ୍ୟାରାଣୀ ସେଠୀ ଆଗୁଆ
  • ନୟାଗଡ଼ ଜୋନ୍ ୧୨ରେ ବିଜେପିର ସନ୍ତୋଷ ପ୍ରଧାନ ଆଗୁଆ
Advertisment

ବିଜେପି-ବିଜେଡି ମଧ୍ୟରେ କଡ଼ା ଟକ୍କର 

  • ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ୧୮ ନମ୍ବର ଜୋନ୍‌ରେ ବିଜେଡିର ଗଗନ ଆଚାର୍ଯ୍ୟ ଆଗୁଆ
  • ଗଞ୍ଜାମ ଜିଲ୍ଲା ଆସିକା ଜୋନ୍ ୧ରେ ବିଜେଡିର ତନ୍ମୟୀ ନାହାକ ଆଗୁଆ
  • ଗୁଣପୁର ଜୋନ୍-୯ରେ କଂଗ୍ରେସର ଇଗାନ୍ ଗମାଙ୍ଗ ଆଗୁଆ
  • କୋଇଡ଼ା (କ)ରେ ସିପିଆଇଏମ୍‌ର ସୁଶିଳା ମୁଣ୍ଡା ଆଗୁଆ
  • ଜୟପୁର ଜୋନ୍-୧ରେ କଂଗ୍ରେସର ସାଗରିକା ପାଢୀ ଆଗୁଆ
  • ଆନନ୍ଦପୁର ଜୋନ୍-୧ରେ ବିଜେଡିର ଟୁନି ରଣା ଆଗୁଆ
  • କେନ୍ଦୁଝର ଜୋନ୍-୪ରେ ବିଜେଡିର ଲୀଳାବତି ମହାନ୍ତ ଆଗୁଆ
  • ଘଟଗାଁ ଜୋନ୍-୧ରେ ବିଜେଡିର ଯାଜ୍ଞସେନୀ ମହାନ୍ତ ଆଗୁଆ
  • ପାଟଣା ଜୋନ୍-୨୧ରେ ବିଜେଡିର ପ୍ରଫୁଲ୍ଲ ନାଏକ ଆଗୁଆ
  • ଜୟପୁର ଜୋନ୍-୧ରେ କଂଗ୍ରେସର ସାଗରିକା ପାଢୀ ଆଗୁଆ
Odisha Panchayat Polls Odisha Panchayat Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ