Advertisment

ବୃହତ ବିଜୟ ଅଭିମୁଖେ ବିଜେଡି, ଧରାଶାୟୀ ବିଜେପି ଓ କଂଗ୍ରେସ

ଗତ ଦୁଇ ଦିନର ଗଣତି ପରେ ବୃହତ ବିଜୟ ଅଭିମୁଖେ ବିଜେଡି ଥିବାବେଳେ ଧରାଶାୟୀ ହୋଇପଡ଼ିଛନ୍ତି ବିଜେପି ଓ କଂଗ୍ରେସ। ବର୍ତ୍ତମାନ ସୁଦ୍ଧା ହୋଇଥିବା ଗଣତିରେ ବିଜେଡି ବିରୋଧୀ କଂଗ୍ରେସ ଓ ବିଜେପିଠୁ ବହୁ ଆଗରେ ରହିଛି।

ଅଦ୍ୟତନ ହୋଇଛି
Odisha Panchayat Poll Results

Odisha Panchayat Poll Results

Advertisment

ଆଜି ପଞ୍ଚାୟତ ଭୋଟ୍‌ ଗଣତିର ତୃତୀୟ ଦିନ। ଗତ ଦୁଇ ଦିନର ଗଣତି ପରେ ବୃହତ ବିଜୟ ଅଭିମୁଖେ ବିଜେଡି ଥିବାବେଳେ ଧରାଶାୟୀ ହୋଇପଡ଼ିଛନ୍ତି ବିଜେପି ଓ କଂଗ୍ରେସ। ବର୍ତ୍ତମାନ ସୁଦ୍ଧା ହୋଇଥିବା ଗଣତିରେ ବିଜେଡି ବିରୋଧୀ କଂଗ୍ରେସ ଓ ବିଜେପିଠୁ ବହୁ ଆଗରେ ରହିଛି।

Advertisment

ଟ୍ରେଣ୍ଡ୍‌ ଅନୁସାରେ, ୮୫୧ ଜିଲ୍ଲା ପରିଷଦ ଜୋନ୍‌ରୁ ୭୮୭ ଜୋନ୍‌ରେ ଏବେ ଯାଏ ଫଳାଫଳ ଆସିଛି। ଏଥିମଧ୍ୟରୁ ବିଜେଡି ୭୦୩ଟି ଆସନରେ ଆଗୁଆ ଥିବାବେଳେ ବିଜେପି ୪୦ଟି, କଂଗ୍ରେସ ୩୭ ଓ ଅନ୍ୟ ଦଳ ୭ଟି ଆସନରେ ଆଗରେ ଅଛନ୍ତି। ଆଜି ଶେଷ ଦିନରେ ୨୩୧ ଜୋନ୍‌ରେ ଗଣତି ଚାଲିଛି।

ଆଜି ତୃତୀୟ ଦିନ ଭୋଟ୍‌ ଗଣତି...ଜାଣନ୍ତୁ କେଉଁ ପ୍ରାର୍ଥୀ, କେଉଁ ସ୍ଥାନରୁ ଆଗରେ ଅଛନ୍ତି

Advertisment

ଜିଲ୍ଲା ପରିଷଦ- ଅନୁଗୁଳ

  • ପାଲଲହଡ଼ା-୨୪ରେ ବିଜେଡିର ଇନ୍ଦିରା ହେମ୍ବ୍ରମ ଆଗୁଆ

ଜିଲ୍ଲା ପରିଷଦ- ବରଗଡ଼

  • ବରଗଡ଼-୧୬ରେ ବିଜେଡିର ମୋହନ ଲୁହା ଆଗୁଆ
  • ବରଗଡ଼-୧୭ରେ ବିଜେଡିର ମିନାକ୍ଷୀ ପାଣ୍ଡେ ଆଗୁଆ
  • ବରପାଲି-୨୦ରେ ବିଜେଡିର ସୀତୟା ସାହୁ ଆଗୁଆ
  • ବିଜେପୁର-୨୩ରେ ବିଜେଡିର ସୁଦାମ ସାହୁ ଆଗୁଆ
  • ରାଜବୋଡାସମ୍ବର-୩୧ରେ ବିଜେପିର ମକରଧ୍ୱଜ ବଗାର ଆଗୁଆ
  • ସୋହେଲା-୩୪ରେ ବିଜେଡିର ରୋଜି ନାଏକ ଆଗୁଆ
  • ଅତାବିରା-୪ରେ ବିଜେଡିର ଶମ୍ଭୁ ସେଠ୍‌ ଆଗୁଆ
  • ପାଇକମାଳ-୧୩ରେ ବିଜେଡିର ବାସନ୍ତୀ ବଲମ ଆଗୁଆ

ଜିଲ୍ଲା ପରିଷଦ- ବଲାଙ୍ଗିର

  • ପାଟଣାଗଡ଼-୧୬ରେ ବିଜେଡିର ବାଳିକା ମାଝୀ ଆଗୁଆ
  • ଟିଟିଲାଗଡ଼-୯ରେ ବିଜେଡିର ଟିକି ପୋଢ଼ ଆଗୁଆ
  • ବେଲପଡ଼ା-୨୬ରେ ବିଜେଡିର ଯମୁନା ରଣା ଆଗୁଆ
  • ମୁରୀବାହାଲ-୨୯ରେ କଂଗ୍ରେସର ଗୋପିନାଥ ପାଣିଗ୍ରାହୀ ଆଗୁଆ
  • ସଇଁତଳା-୩୨ରେ କଂଗ୍ରେସର ପ୍ରମୋଦ ଭୋଇ ଆଗୁଆ
Advertisment

ଜିଲ୍ଲା ପରିଷଦ- ଗଞ୍ଜାମ

  • କବିସୂର୍ଯ୍ୟନଗର-୭ରେ ବିଜେଡିର ସନ୍ତୋଷ ପାଢୀ ଆଗୁଆ
  • ବେଗୁନିଆପଡ଼ା-୪୬ରେ ବିଜେଡିର ବିନୋଦିନୀ ସ୍ୱାଇଁ ଆଗୁଆ
  • ପୁରୁଷୋତ୍ତମପୁର-୩୭ରେ ବିଜେଡିର ରଞ୍ଜିତ ବେହେରା ଆଗୁଆ
  • ଖଲ୍ଲିକୋଟ-୧୩ରେ ବିଜେଡିର ବିନାୟକ ଜାନି ଆଗୁଆ
  • କୁକୁଡ଼ାଖଣ୍ଡି-୧୦ରେ ବିଜେଡିର ଭାରତୀ ନାଏକ ଆଗୁଆ
  • ଜଗନ୍ନାଥପ୍ରସାଦ-୨୪ରେ ବିଜେଡିର ମାନସୀ ସେଠୀ ଆଗୁଆ
  • ସୋରଡ଼ା-୬୫ରେ ବିଜେଡିର ପ୍ରଫୁଲ୍ଲ ମାହାଙ୍କୁଡ଼ ଆଗୁଆ
  • ସୋରଡ଼ା-୬୬ରେ ବିଜେଡିର ସୁକୁମାରୀ ମଲ୍ଲିକ ଆଗୁଆ
  • ଧରାକୋଟ-୩୧ରେ ବିଜେଡିର ଅଞ୍ଜଳି ସ୍ୱାଇଁ ଆଗୁଆ

ଜିଲ୍ଲା ପରିଷଦ- ଝାରସୁଗୁଡ଼ା

  • ଲଖନପୁର-୩ରେ ବିଜେଡିର ପୁଷ୍ପଲତା ସେଠ ଆଗୁଆ

ଜିଲ୍ଲା ପରିଷଦ- ଢେଙ୍କାନାଳ

  • ସଦର-୧୬ରେ ବିଜେଡିର ଅଶୋକ ପରିଡ଼ା ଆଗୁଆ
  • କାମାକ୍ଷାନଗର-୯ରେ ବିଜେଡିର ଅବନ୍ତୀ ସେଠୀ ଆଗୁଆ
  • ପରଜଙ୍ଗ-୨୦ରେ ବିଜେଡିର ବିଳାସିନୀ ସେଠୀ ଆଗୁଆ
  • କଙ୍କଡ଼ାହାଡ଼-୬ରେ ବିଜେଡିର ରବି ନାରାୟଣ ପ୍ରଧାନ ଆଗୁଆ

ଜିଲ୍ଲା ପରିଷଦ- ଯାଜପୁର

  • ଯାଜପୁର ସଦର-୩୧ରେ ବିଜେଡିର ବିନୋଦ ମାଝୀ ଆଗୁଆ
  • ଯାଜପୁର ବ୍ଲକ-୩୨ରେ ବିଜେଡିର ପ୍ରଭାତୀ ଆଚାର୍ଯ୍ୟ ଆଗୁଆ

ଜିଲ୍ଲା ପରିଷଦ- କଳାହାଣ୍ଡି

  • ଭବାନୀପାଟଣା-୩୨ରେ ବିଜେଡିର ଲକ୍ଷ୍ମୀ ସାହୁ ଆଗୁଆ
  • କୋକସରା-୧୦ରେ ବିଜେଡିର ବୈଜୟନ୍ତୀ ପୂଜାରୀ ଆଗୁଆ
  • ଧର୍ମଗଡ଼-୨୫ରେ ବିଜେଡିର ପ୍ରଣବ ଭଇଁସାଲ ଆଗୁଆ
  • ଗୋଲାମୁଣ୍ଡା-୧୩ରେ ବିଜେଡିର ଜୟସେନ ସାହୁ ଆଗୁଆ
  • କେସିଙ୍ଗା-୭ରେ ବିଜେଡିର ସୁନିତା ଶବର ଆଗୁଆ
  • ନର୍ଲା-୨୮ରେ ବିଜେପିର ପ୍ରଣତୀ ମହାନନ୍ଦ ଆଗୁଆ
  • ଭବାନୀପାଟଣା-୩୧ରେ ବିଜେଡିର ପୁଷ୍ପଲତା ନାଏକ ଆଗୁଆ
  • ଜୁନାଗଡ଼-୧୯ରେ ବିଜେଡିର ଲାଲବାହାଦୂର ଜାନି ଆଗୁଆ
  • ଜୁନାଗଡ଼-୨୦ରେ ବିଜେଡିର ସଂଗୀତା ଖରସେଲ ଆଗୁଆ

ଜିଲ୍ଲା ପରିଷଦ- କେନ୍ଦ୍ରାପଡ଼ା

  • କେନ୍ଦ୍ରାପଡ଼ା ସଦର-୮ରେ ବିଜେଡିର ରଶ୍ମି ରଞ୍ଜନ ରାଉତ ଆଗୁଆ
  • ପଟ୍ଟାମୁଣ୍ଡାଇ-୧୮ରେ ବିଜେଡିର ରଶ୍ମି ମଲ୍ଲିକ ଆଗୁଆ
  • ରାଜନଗର-୩୨ରେ ବିଜେଡିର ଖୁକୁମିନା କୁଅଁର ଆଗୁଆ
  • ମାର୍ଶାଘାଇ-୨୬ରେ ବିଜେଡିର ପ୍ରକାଶ ମଲ୍ଲିକ ଆଗୁଆ
  • ଗରଦପୁର-୧୧ରେ ବିଜେଡିର ମଂଜୁବାଳା ଜେନା ଆଗୁଆ
  • ଆଳି-୩ରେ ବିଜେଡିର ସ୍ବାଗିତାକା ରାଉତ ଆଗୁଆ
  • ଆଳି-୪ରେ ବିଜେଡିର ଜୟରାମ ସାହୁ ଆଗୁଆ
  • ରାଜକନିକା-୨୯ରେ ବିଜେଡିର ଅମିତା ସାହୁ  ଆଗୁଆ

ଜିଲ୍ଲା ପରିଷଦ- ଖୋର୍ଦ୍ଧା

  • ଖୋର୍ଦ୍ଧା-୩ରେ ବିଜେଡିର ରୂପଶ୍ରୀ ଗୁମାନସିଂ ଆଗୁଆ
  • ବେଗୁନିଆ-୨୪ରେ ବିଜେଡିର ତନୁଜା ପାଟ୍ଟଶାଣୀ ଆଗୁଆ
  • ଭୁବନେଶ୍ୱର-୩୦ରେ ବିଜେଡିର ବବିତା ରାଉତ ଆଗୁଆ
  • ଚିଲିକା-୬ରେ ବିଜେଡିର ସବିତା ସୁନ୍ଦରରାୟ ଆଗୁଆ

ଜିଲ୍ଲା ପରିଷଦ- କୋରାପୁଟ

  • ବୋରିଗୁମ୍ମା-୨୩ରେ କଂଗ୍ରେସର ନୃସିଂହ ଶତପଥୀ ଆଗୁଆ
  • ଜୟପୁର-୯ରେ ବିଜେଡିର ରଶ୍ମୀ ରଥ ଆଗୁଆ

ଜିଲ୍ଲା ପରିଷଦ- ନବରଙ୍ଗପୁର

  • କୋଷାଗୁମୁଡ଼ା-୬ରେ ବିଜେଡିର କ୍ଷୀରୋଦ ନାଏକ ଆଗୁଆ
  • ଉମରକୋଟ-୩ରେ ବିଜେଡିର ଡାଳିମ୍ବ ଭତ୍ରା ଆଗୁଆ
  • ରାଇଘର-୨୫ରେ ବିଜେଡିର ଲିପିକା ବାରୋଇ ଆଗୁଆ

ଜିଲ୍ଲା ପରିଷଦ- ନୟାଗଡ଼

  • ଓଡ଼ଗାଁ-୪ରେ ବିଜେଡିର ସଂଯୁକ୍ତା ପଢ଼ିଆରୀ ଆଗୁଆ
  • ଦଶପଲ୍ଲା-୧୧ରେ ବିଜେଡିର ବସନ୍ତ ପ୍ରଧାନ ଆଗୁଆ
  • ଖଣ୍ଡପଡ଼ା-୭ରେ ବିଜେଡିର ବିଷ୍ଣୁପ୍ରିୟା ବେହେରା ଆଗୁଆ
  • ଓଡ଼ଗାଁ-୩ରେ ବିଜେଡିର ଚିନ୍ମୟୀ ଦାସ ଆଗୁଆ
  • ନୟାଗଡ଼-୧୪ରେ ବିଜେଡିର ଆଶିଷ ଅଗ୍ରୱାଲ ଆଗୁଆ
  • ନୟାଗଡ଼-୧୫ରେ ବିଜେଡିର ସରୋଜ ରଣସିଂହ ଆଗୁଆ

ଜିଲ୍ଲା ପରିଷଦ- ନୂଆପଡ଼ା

  • କୋମନା-୩ରେ ବିଜେଡିର ଦୀପିକା କୌଶଲ୍ୟା ଆଗୁଆ
  • ନୂଆପଡ଼ା-୯ରେ କଂଗ୍ରେସର ଭରତଲାଲ ରାଉତ ଆଗୁଆ

ଜିଲ୍ଲା ପରିଷଦ- ସୁନ୍ଦରଗଡ଼

  • ଲାଠିକଟା-୩୩ରେ ବିଜେଡିର ତ୍ରିଲୋଚନ ସିଂ ଆଗୁଆ

ଜିଲ୍ଲା ପରିଷଦ- ଗଜପତି

  • ମୋହନା-୧୦ରେ ବିଜେଡିର ସୁନୀଲ ବିଷୋୟୀ ଆଗୁଆ
BJD BJP Congress Odisha Panchayat Polls Odisha Panchayat Elections Odisha Panchayat Poll Results
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ