ଆଜି ପଞ୍ଚାୟତ ଭୋଟ୍ ଗଣତିର ତୃତୀୟ ଦିନ। ଗତ ଦୁଇ ଦିନର ଗଣତି ପରେ ବୃହତ ବିଜୟ ଅଭିମୁଖେ ବିଜେଡି ଥିବାବେଳେ ଧରାଶାୟୀ ହୋଇପଡ଼ିଛନ୍ତି ବିଜେପି ଓ କଂଗ୍ରେସ। ବର୍ତ୍ତମାନ ସୁଦ୍ଧା ହୋଇଥିବା ଗଣତିରେ ବିଜେଡି ବିରୋଧୀ କଂଗ୍ରେସ ଓ ବିଜେପିଠୁ ବହୁ ଆଗରେ ରହିଛି।
ଟ୍ରେଣ୍ଡ୍ ଅନୁସାରେ, ୮୫୧ ଜିଲ୍ଲା ପରିଷଦ ଜୋନ୍ରୁ ୭୮୭ ଜୋନ୍ରେ ଏବେ ଯାଏ ଫଳାଫଳ ଆସିଛି। ଏଥିମଧ୍ୟରୁ ବିଜେଡି ୭୦୩ଟି ଆସନରେ ଆଗୁଆ ଥିବାବେଳେ ବିଜେପି ୪୦ଟି, କଂଗ୍ରେସ ୩୭ ଓ ଅନ୍ୟ ଦଳ ୭ଟି ଆସନରେ ଆଗରେ ଅଛନ୍ତି। ଆଜି ଶେଷ ଦିନରେ ୨୩୧ ଜୋନ୍ରେ ଗଣତି ଚାଲିଛି।
ଆଜି ତୃତୀୟ ଦିନ ଭୋଟ୍ ଗଣତି...ଜାଣନ୍ତୁ କେଉଁ ପ୍ରାର୍ଥୀ, କେଉଁ ସ୍ଥାନରୁ ଆଗରେ ଅଛନ୍ତି
ଜିଲ୍ଲା ପରିଷଦ- ଅନୁଗୁଳ
- ପାଲଲହଡ଼ା-୨୪ରେ ବିଜେଡିର ଇନ୍ଦିରା ହେମ୍ବ୍ରମ ଆଗୁଆ
ଜିଲ୍ଲା ପରିଷଦ- ବରଗଡ଼
- ବରଗଡ଼-୧୬ରେ ବିଜେଡିର ମୋହନ ଲୁହା ଆଗୁଆ
- ବରଗଡ଼-୧୭ରେ ବିଜେଡିର ମିନାକ୍ଷୀ ପାଣ୍ଡେ ଆଗୁଆ
- ବରପାଲି-୨୦ରେ ବିଜେଡିର ସୀତୟା ସାହୁ ଆଗୁଆ
- ବିଜେପୁର-୨୩ରେ ବିଜେଡିର ସୁଦାମ ସାହୁ ଆଗୁଆ
- ରାଜବୋଡାସମ୍ବର-୩୧ରେ ବିଜେପିର ମକରଧ୍ୱଜ ବଗାର ଆଗୁଆ
- ସୋହେଲା-୩୪ରେ ବିଜେଡିର ରୋଜି ନାଏକ ଆଗୁଆ
- ଅତାବିରା-୪ରେ ବିଜେଡିର ଶମ୍ଭୁ ସେଠ୍ ଆଗୁଆ
- ପାଇକମାଳ-୧୩ରେ ବିଜେଡିର ବାସନ୍ତୀ ବଲମ ଆଗୁଆ
ଜିଲ୍ଲା ପରିଷଦ- ବଲାଙ୍ଗିର
- ପାଟଣାଗଡ଼-୧୬ରେ ବିଜେଡିର ବାଳିକା ମାଝୀ ଆଗୁଆ
- ଟିଟିଲାଗଡ଼-୯ରେ ବିଜେଡିର ଟିକି ପୋଢ଼ ଆଗୁଆ
- ବେଲପଡ଼ା-୨୬ରେ ବିଜେଡିର ଯମୁନା ରଣା ଆଗୁଆ
- ମୁରୀବାହାଲ-୨୯ରେ କଂଗ୍ରେସର ଗୋପିନାଥ ପାଣିଗ୍ରାହୀ ଆଗୁଆ
- ସଇଁତଳା-୩୨ରେ କଂଗ୍ରେସର ପ୍ରମୋଦ ଭୋଇ ଆଗୁଆ
ଜିଲ୍ଲା ପରିଷଦ- ଗଞ୍ଜାମ
- କବିସୂର୍ଯ୍ୟନଗର-୭ରେ ବିଜେଡିର ସନ୍ତୋଷ ପାଢୀ ଆଗୁଆ
- ବେଗୁନିଆପଡ଼ା-୪୬ରେ ବିଜେଡିର ବିନୋଦିନୀ ସ୍ୱାଇଁ ଆଗୁଆ
- ପୁରୁଷୋତ୍ତମପୁର-୩୭ରେ ବିଜେଡିର ରଞ୍ଜିତ ବେହେରା ଆଗୁଆ
- ଖଲ୍ଲିକୋଟ-୧୩ରେ ବିଜେଡିର ବିନାୟକ ଜାନି ଆଗୁଆ
- କୁକୁଡ଼ାଖଣ୍ଡି-୧୦ରେ ବିଜେଡିର ଭାରତୀ ନାଏକ ଆଗୁଆ
- ଜଗନ୍ନାଥପ୍ରସାଦ-୨୪ରେ ବିଜେଡିର ମାନସୀ ସେଠୀ ଆଗୁଆ
- ସୋରଡ଼ା-୬୫ରେ ବିଜେଡିର ପ୍ରଫୁଲ୍ଲ ମାହାଙ୍କୁଡ଼ ଆଗୁଆ
- ସୋରଡ଼ା-୬୬ରେ ବିଜେଡିର ସୁକୁମାରୀ ମଲ୍ଲିକ ଆଗୁଆ
- ଧରାକୋଟ-୩୧ରେ ବିଜେଡିର ଅଞ୍ଜଳି ସ୍ୱାଇଁ ଆଗୁଆ
ଜିଲ୍ଲା ପରିଷଦ- ଝାରସୁଗୁଡ଼ା
- ଲଖନପୁର-୩ରେ ବିଜେଡିର ପୁଷ୍ପଲତା ସେଠ ଆଗୁଆ
ଜିଲ୍ଲା ପରିଷଦ- ଢେଙ୍କାନାଳ
- ସଦର-୧୬ରେ ବିଜେଡିର ଅଶୋକ ପରିଡ଼ା ଆଗୁଆ
- କାମାକ୍ଷାନଗର-୯ରେ ବିଜେଡିର ଅବନ୍ତୀ ସେଠୀ ଆଗୁଆ
- ପରଜଙ୍ଗ-୨୦ରେ ବିଜେଡିର ବିଳାସିନୀ ସେଠୀ ଆଗୁଆ
- କଙ୍କଡ଼ାହାଡ଼-୬ରେ ବିଜେଡିର ରବି ନାରାୟଣ ପ୍ରଧାନ ଆଗୁଆ
ଜିଲ୍ଲା ପରିଷଦ- ଯାଜପୁର
- ଯାଜପୁର ସଦର-୩୧ରେ ବିଜେଡିର ବିନୋଦ ମାଝୀ ଆଗୁଆ
- ଯାଜପୁର ବ୍ଲକ-୩୨ରେ ବିଜେଡିର ପ୍ରଭାତୀ ଆଚାର୍ଯ୍ୟ ଆଗୁଆ
ଜିଲ୍ଲା ପରିଷଦ- କଳାହାଣ୍ଡି
- ଭବାନୀପାଟଣା-୩୨ରେ ବିଜେଡିର ଲକ୍ଷ୍ମୀ ସାହୁ ଆଗୁଆ
- କୋକସରା-୧୦ରେ ବିଜେଡିର ବୈଜୟନ୍ତୀ ପୂଜାରୀ ଆଗୁଆ
- ଧର୍ମଗଡ଼-୨୫ରେ ବିଜେଡିର ପ୍ରଣବ ଭଇଁସାଲ ଆଗୁଆ
- ଗୋଲାମୁଣ୍ଡା-୧୩ରେ ବିଜେଡିର ଜୟସେନ ସାହୁ ଆଗୁଆ
- କେସିଙ୍ଗା-୭ରେ ବିଜେଡିର ସୁନିତା ଶବର ଆଗୁଆ
- ନର୍ଲା-୨୮ରେ ବିଜେପିର ପ୍ରଣତୀ ମହାନନ୍ଦ ଆଗୁଆ
- ଭବାନୀପାଟଣା-୩୧ରେ ବିଜେଡିର ପୁଷ୍ପଲତା ନାଏକ ଆଗୁଆ
- ଜୁନାଗଡ଼-୧୯ରେ ବିଜେଡିର ଲାଲବାହାଦୂର ଜାନି ଆଗୁଆ
- ଜୁନାଗଡ଼-୨୦ରେ ବିଜେଡିର ସଂଗୀତା ଖରସେଲ ଆଗୁଆ
ଜିଲ୍ଲା ପରିଷଦ- କେନ୍ଦ୍ରାପଡ଼ା
- କେନ୍ଦ୍ରାପଡ଼ା ସଦର-୮ରେ ବିଜେଡିର ରଶ୍ମି ରଞ୍ଜନ ରାଉତ ଆଗୁଆ
- ପଟ୍ଟାମୁଣ୍ଡାଇ-୧୮ରେ ବିଜେଡିର ରଶ୍ମି ମଲ୍ଲିକ ଆଗୁଆ
- ରାଜନଗର-୩୨ରେ ବିଜେଡିର ଖୁକୁମିନା କୁଅଁର ଆଗୁଆ
- ମାର୍ଶାଘାଇ-୨୬ରେ ବିଜେଡିର ପ୍ରକାଶ ମଲ୍ଲିକ ଆଗୁଆ
- ଗରଦପୁର-୧୧ରେ ବିଜେଡିର ମଂଜୁବାଳା ଜେନା ଆଗୁଆ
- ଆଳି-୩ରେ ବିଜେଡିର ସ୍ବାଗିତାକା ରାଉତ ଆଗୁଆ
- ଆଳି-୪ରେ ବିଜେଡିର ଜୟରାମ ସାହୁ ଆଗୁଆ
- ରାଜକନିକା-୨୯ରେ ବିଜେଡିର ଅମିତା ସାହୁ ଆଗୁଆ
ଜିଲ୍ଲା ପରିଷଦ- ଖୋର୍ଦ୍ଧା
- ଖୋର୍ଦ୍ଧା-୩ରେ ବିଜେଡିର ରୂପଶ୍ରୀ ଗୁମାନସିଂ ଆଗୁଆ
- ବେଗୁନିଆ-୨୪ରେ ବିଜେଡିର ତନୁଜା ପାଟ୍ଟଶାଣୀ ଆଗୁଆ
- ଭୁବନେଶ୍ୱର-୩୦ରେ ବିଜେଡିର ବବିତା ରାଉତ ଆଗୁଆ
- ଚିଲିକା-୬ରେ ବିଜେଡିର ସବିତା ସୁନ୍ଦରରାୟ ଆଗୁଆ
ଜିଲ୍ଲା ପରିଷଦ- କୋରାପୁଟ
- ବୋରିଗୁମ୍ମା-୨୩ରେ କଂଗ୍ରେସର ନୃସିଂହ ଶତପଥୀ ଆଗୁଆ
- ଜୟପୁର-୯ରେ ବିଜେଡିର ରଶ୍ମୀ ରଥ ଆଗୁଆ
ଜିଲ୍ଲା ପରିଷଦ- ନବରଙ୍ଗପୁର
- କୋଷାଗୁମୁଡ଼ା-୬ରେ ବିଜେଡିର କ୍ଷୀରୋଦ ନାଏକ ଆଗୁଆ
- ଉମରକୋଟ-୩ରେ ବିଜେଡିର ଡାଳିମ୍ବ ଭତ୍ରା ଆଗୁଆ
- ରାଇଘର-୨୫ରେ ବିଜେଡିର ଲିପିକା ବାରୋଇ ଆଗୁଆ
ଜିଲ୍ଲା ପରିଷଦ- ନୟାଗଡ଼
- ଓଡ଼ଗାଁ-୪ରେ ବିଜେଡିର ସଂଯୁକ୍ତା ପଢ଼ିଆରୀ ଆଗୁଆ
- ଦଶପଲ୍ଲା-୧୧ରେ ବିଜେଡିର ବସନ୍ତ ପ୍ରଧାନ ଆଗୁଆ
- ଖଣ୍ଡପଡ଼ା-୭ରେ ବିଜେଡିର ବିଷ୍ଣୁପ୍ରିୟା ବେହେରା ଆଗୁଆ
- ଓଡ଼ଗାଁ-୩ରେ ବିଜେଡିର ଚିନ୍ମୟୀ ଦାସ ଆଗୁଆ
- ନୟାଗଡ଼-୧୪ରେ ବିଜେଡିର ଆଶିଷ ଅଗ୍ରୱାଲ ଆଗୁଆ
- ନୟାଗଡ଼-୧୫ରେ ବିଜେଡିର ସରୋଜ ରଣସିଂହ ଆଗୁଆ
ଜିଲ୍ଲା ପରିଷଦ- ନୂଆପଡ଼ା
- କୋମନା-୩ରେ ବିଜେଡିର ଦୀପିକା କୌଶଲ୍ୟା ଆଗୁଆ
- ନୂଆପଡ଼ା-୯ରେ କଂଗ୍ରେସର ଭରତଲାଲ ରାଉତ ଆଗୁଆ
ଜିଲ୍ଲା ପରିଷଦ- ସୁନ୍ଦରଗଡ଼
- ଲାଠିକଟା-୩୩ରେ ବିଜେଡିର ତ୍ରିଲୋଚନ ସିଂ ଆଗୁଆ
ଜିଲ୍ଲା ପରିଷଦ- ଗଜପତି
- ମୋହନା-୧୦ରେ ବିଜେଡିର ସୁନୀଲ ବିଷୋୟୀ ଆଗୁଆ