Advertisment

ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ତୃତୀୟ ଦିନ; ଦ୍ୱିତୀୟ ଦିନରେ ବାଜି ମାରିଥିଲା ବିଜେଡି

ଆଜି ପଞ୍ଚାୟତ ଭୋଟ୍‌ ଗଣତିର ତୃତୀୟ ଦିନ। ଗତ ଦୁଇ ଦିନର ଗଣତି ପରେ ଏବେ ବୃହତ ବିଜୟ ଅଭିମୁଖେ ବିଜୁ ଜନତା ଦଳ । ପଞ୍ଚାୟତ ନିର୍ବାଚନରେ ଧରାଶାୟୀ ହୋଇପଡ଼ିଛି ବିଜେପି ଓ କଂଗ୍ରେସ ।

ଅଦ୍ୟତନ ହୋଇଛି
odisha-panchayat-poll-results-update

odisha-panchayat-poll-results-update

Advertisment

ଆଜି ପଞ୍ଚାୟତ ଭୋଟ୍‌ ଗଣତିର ତୃତୀୟ ଦିନ। ଗତ ଦୁଇ ଦିନର ଗଣତି ପରେ ଏବେ ବୃହତ ବିଜୟ ଅଭିମୁଖେ ବିଜୁ ଜନତା ଦଳ । ପଞ୍ଚାୟତ ନିର୍ବାଚନରେ ଧରାଶାୟୀ ହୋଇପଡ଼ିଛି ବିଜେପି ଓ କଂଗ୍ରେସ । ବର୍ତ୍ତମାନ ସୁଦ୍ଧା ହୋଇଥିବା ଗଣତି ପରେ ବିଜେଡି ବିରୋଧୀ କଂଗ୍ରେସ ଓ ବିଜେପିଠୁ ବହୁ ଆଗରେ ରହିଛି।ବିଜେଡି ୫୧୭ ସିଟ୍‌ରେ, ବିଜେପି ୩୧, କଂଗ୍ରେସ ୨୯ରେ ଏବଂ ଅନ୍ୟ ଦଳ ୭ଟି ସିଟ୍ରେ ବିଜୟୀ ହୋଇଛନ୍ତି ।୮୫୧ରୁ ୫୮୪ ଜିଲ୍ଲା ପରିଷଦ ଜୋନ୍‌ରେ ଏବେ ଯାଏଁ ଫଳାଫଳ ଆସିଛି । ଆଜି ଶେଷ ଦିନରେ ୨୩୧ ଜୋନ୍‌ରେ ଗଣତି ହେବ ।

Advertisment
Panchayat Poll Results
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ