ବୃହତ ବିଜୟ ମୁହାଁ ବିଜେଡି, ଦ୍ୱିତୀୟ ସ୍ଥାନରେ ରହିବା ପାଇଁ ବିଜେପି-କଂଗ୍ରେସର ଲଢେଇ

ଆଜି ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ଦିନରେ ୩୦୬ ଜୋନ୍‌ରେ ଗଣତି ଚାଲିଛି। ପ୍ରଥମ ଦିନ ଗଣତିରେ ବିଜେଡି ଏକ ପ୍ରକାର ବାଜିମାତ୍‌ କରି ନେଇଥିବା ଜଣାପଡ଼ିଛି। ଦ୍ୱିତୀୟ ସ୍ଥାନରେ ରହିବା ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ଚାଲିଥିବା ଦେଖିବାକୁ ମିଳିଛି।

Odisha Panchayat Poll Results

ଆଜି ପଞ୍ଚାୟତ ଭୋଟ୍‌ ଗଣତିର ଦ୍ୱିତୀୟ ଦିନ। ୮୫୧ ଜିଲ୍ଲା ପରିଷଦ ଆସନରୁ ପ୍ରଥମ ଦିନ ଗଣତିରେ ୩୧୫ଟି ଜିଲ୍ଲା ପରିଷଦ ଜୋନ୍‌ରେ କାଉଣ୍ଟିଂ ହୋଇଥିଲା।ପ୍ରଥମ ଦିନର ଗଣତିରେ ବିଜେଡି ୨୦୦ରୁ ଅଧିକ ଆସନରେ ଆଗୁଆ ରହିଥିବା ବେଳେ ବିଜେପି ଓ କଂଗ୍ରେସ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା।

ଆଜି ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ଦିନରେ ୩୦୬ ଜୋନ୍‌ରେ ଗଣତି ଚାଲିଛି। ୨୯୮ ବ୍ଲକର ୩୦୬ଟି ଜିଲ୍ଲା ପରିଷଦ ଜୋନ୍‌ରେ ଭୋଟ୍‌ ଗଣନା ଚାଲିଛି। ପ୍ରଥମ ଦିନ ଗଣତିରେ ବିଜେଡି ଏକ ପ୍ରକାର ବାଜିମାତ୍‌ କରି ନେଇଥିବା ଜଣାପଡ଼ିଛି। ଦ୍ୱିତୀୟ ସ୍ଥାନରେ ରହିବା ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ଚାଲିଥିବା ଦେଖିବାକୁ ମିଳିଛି।

ବର୍ତ୍ତମାନର ଟ୍ରେଣ୍ଡ୍‌ ଅନୁସାରେ, ୮୫୧ ଜିଲ୍ଲା ପରିଷଦ ଆସନରୁ ବିଜେଡି ୫୩୯ ଆସନରେ ଆଗୁଆ ଥିବାବେଳେ ବିଜେପି ୩୯ ଆସନରେ, କଂଗ୍ରେସ ୨୯ ଆସନରେ ଓ ଅନ୍ୟାନ୍ୟ ପାର୍ଟି ୯ଟି ଆସନରେ ଆଗୁଆ ଥିବା ଜଣାପଡ଼ିଛି। 

ଆଜି ଦ୍ୱିତୀୟ ଦିନ ଭୋଟ୍‌ ଗଣତି...ଜାଣନ୍ତୁ କେଉଁ ପ୍ରାର୍ଥୀ, କେଉଁ ସ୍ଥାନରୁ ଆଗରେ ଅଛନ୍ତି

ଜିଲ୍ଲା ପରିଷଦ- ବଲାଙ୍ଗିର

ଜିଲ୍ଲା ପରିଷଦ- ଜଗତସିଂହପୁର

ଜିଲ୍ଲା ପରିଷଦ- ଯାଜପୁର

ଜିଲ୍ଲା ପରିଷଦ- ନବରଙ୍ଗପୁର

ଜିଲ୍ଲା ପରିଷଦ- ଝାରସୁଗୁଡ଼ା

ଜିଲ୍ଲା ପରିଷଦ- ସୁନ୍ଦରଗଡ଼

ଜିଲ୍ଲା ପରିଷଦ- ରାୟଗଡ଼ା

ଜିଲ୍ଲା ପରିଷଦ- ନବରଙ୍ଗପୁର

ଜିଲ୍ଲା ପରିଷଦ- ଅନୁଗୁଳ

ଜିଲ୍ଲା ପରିଷଦ- ବାଲେଶ୍ୱର

ଜିଲ୍ଲା ପରିଷଦ- ବରଗଡ଼


ଜିଲ୍ଲା ପରିଷଦ- ବୌଦ୍ଧ


ଜିଲ୍ଲା ପରିଷଦ- କଟକ


ଜିଲ୍ଲା ପରିଷଦ- ଗଂଜାମ


ଜିଲ୍ଲା ପରିଷଦ- କେନ୍ଦ୍ରାପଡ଼ା


ଜିଲ୍ଲା ପରିଷଦ- ଖୋର୍ଦ୍ଧା

ଜିଲ୍ଲା ପରିଷଦ- ମାଲକାନଗିରି


ଜିଲ୍ଲା ପରିଷଦ- ମୟୂରଭଂଜ


ଜିଲ୍ଲା ପରିଷଦ- ନୟାଗଡ଼

 

ଜିଲ୍ଲା ପରିଷଦ- ସୁନ୍ଦରଗଡ଼

ଜିଲ୍ଲା ପରିଷଦ- ବଲାଙ୍ଗିର


ଜିଲ୍ଲା ପରିଷଦ- ନବରଙ୍ଗପୁର


ଜିଲ୍ଲା ପରିଷଦ- ରାୟଗଡ଼ା


ଜିଲ୍ଲା ପରିଷଦ- ସୁନ୍ଦରଗଡ଼

 


ଜିଲ୍ଲା ପରିଷଦ- ନବରଙ୍ଗପୁର


ଜିଲ୍ଲା ପରିଷଦ- ବଲାଙ୍ଗିର

ଜିଲ୍ଲା ପରିଷଦ- ଅନୁଗୁଳ