ଅଦ୍ୟତନ ହୋଇଛି
Samiti Sabhya Protest
Advertisment
ସମିତି ସଭ୍ୟ ମାନଙ୍କ ନବୀନ ନିବାସ ଘେରାଉ ଉଦ୍ୟମ। ସମସ୍ତ ୩୦ଟିଯାକ ଜିଲ୍ଲାର ୬ ହଜାର ୭ଶହ ୯୮ ଜଣ ସମିତିସଭ୍ୟ ଆଜି ରାଜଧାନୀରେ ଏକାଠି ହୋଇ ବିଶାଳ ଶୋଭାଯାତ୍ରା କରୁଛନ୍ତି। ବିଭିନ୍ନ ଦାବି ନେଇ ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରୁଛନ୍ତି। ସେମାନଙ୍କର ଦାବି,ସରପଞ୍ଚଙ୍କଠୁ ସମିତି ସଭ୍ୟଙ୍କର ଦରମା ଅଧିକ କରାଯାଉ। ସେହିପରି ପଞ୍ଚାୟତ ଓ ପଞ୍ଚାୟତ ସମିତିକୁ ଆସୁଥିବା ଅନୁଦାନ କାର୍ଯ୍ୟରେ ସମିତିସଭ୍ୟ ବା ସଭ୍ୟାଙ୍କର ସ୍ବାକ୍ଷର ରଖିବାକୁ ସେମାନେ ଦାବି କରିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710485149.jpg)