Advertisment

ଘୁଞ୍ଚିଲା ବାଚସ୍ପତି ନିର୍ବାଚନ: ୨୧ ପରିବର୍ତ୍ତେ ୨୨ରେ ହେବ ନିର୍ବାଚନ

ଦିନଟିଏ ପାଇଁ ବିଧାନସଭା ବାଚସ୍ପତି ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି। ୨୧ ତାରିଖ ପରିବର୍ତ୍ତେ ୨୨ ତାରିଖରେ ବାଚସ୍ପତି ନିର୍ବାଚନ ହେବ।

ଅଦ୍ୟତନ ହୋଇଛି
Odisha Assembly Speaker election on September 22

Odisha Assembly Speaker election on September 22

Advertisment

ଘୁଞ୍ଚିଲା ବାଚସ୍ପତି ନିର୍ବାଚନ। ଦିନଟିଏ ପାଇଁ ବିଧାନସଭା ବାଚସ୍ପତି ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି। ୨୧ ତାରିଖ ପରିବର୍ତ୍ତେ ୨୨ ତାରିଖରେ ବାଚସ୍ପତି ନିର୍ବାଚନ ହେବ। ୨୨ ତାରିଖ ସକାଳ ୯ଟା ୩୦ରେ ନିର୍ବାଚନ ହେବ।

Advertisment

ନୂଆଖାଇ ପାଇଁ ବାଚସ୍ପତି ନିର୍ବାଚନ ଘୁଞ୍ଚିଥିବା ସୂଚନା ମିଳିଛି । ନିର୍ବାଚନ ଘୁଞ୍ଚାଇବା ଦାବିରେ ବର୍ଜନ ପାଇଁ କଂଗ୍ରେସ ଓ ବିଜେପି ଘୋଷଣା କରିଥିଲେ। କାହିଁକିନା ପଶ୍ଚିମ ଓଡ଼ିଶାରେ ନୂଆଖାଇ ୨ ଦିନ ଧରି ପାଳନ କରାଯାଏ । କିନ୍ତୁ ବାରମ୍ବାର କହିବା ପରେ ବି ତାରିଖ ବଦଳା ଯାଉନଥିବାରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ବିରୋଧୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ