NDA Presidential Candidate Draupadi Murmu In Odisha
ଓଡ଼ିଶାରେ ପହଞ୍ଚିଛନ୍ତି NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିବାବେଳେ ଦ୍ରୌପଦୀ ମୁର୍ମୁଙ୍କୁ ପାଇଁ ଭବ୍ୟ ଆୟୋଜନ କରାଯାଇଥିଲା । ଏହାପରେ ବିମାନବନ୍ଦରରୁ ରାଜ୍ୟ ଅତିଥି ଭବନକୁ ଗଲେ ଦ୍ରୌପଦୀ ମୁର୍ମୁ ।
ଅତିଥି ଭବନରେ କିଛି ସମୟ ବିଶ୍ରାମ ପରେ ସେ ବିଧାନସଭାରେ ପହଞ୍ଚିଛନ୍ତି । ବିଧାନସଭାରେ ଦ୍ରୌପଦୀ ମୁର୍ମୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ ଜଣାଇଛନ୍ତି। ଏହାସହ ବିଜେଡିର ସାଂସଦ ଓ ବିଧାୟକ ସ୍ୱାଗତ ଜଣାଇଛନ୍ତି । ଏହାପରେ ମଧ୍ୟାହ୍ନରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରାୟ ୩୦ ମିନିଟ୍ର ଆଲୋଚନା କରି ଦ୍ରୌପଦୀ ଫେରିଯିବେ । ତେବେ ବିଜେଡିର ସାଂସଦ ଓ ବିଧାୟକଙ୍କ ସହ ଆଲୋଚନା କରି ସମର୍ଥନ ଲୋଡ଼ିବେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657264059.jpg)