MLA Raguram Padal
Advertisment
କୋରାପୁଟ ବିଧାୟକ ରଘୁରାମ ପଡାଲଙ୍କୁ ଧମକ । ଜୀବନରୁ ମାରି ଦେବାକୁ ଫେସବୁକରେ ଧମକ ଦିଆଯାଇଛି । ଏହାକୁ ନେଇ ସେ କୋରାପୁଟ ଟାଉନ ଥାନାର ଏତଲା ଦେଇଛନ୍ତି । ଏହା ପରେ ପୋଲିସ ତଦନ୍ତ କରି ଧମକ ଦେଇଥିବା ଯୁବକକୁ ଅଟକ ରଖିଛି । ଅଭିଯୁକ୍ତର ନାଁ ହେଲା ପୱନ କୁମାର । ଫେସବୁକରେ ସେ ଲେଖିଥିଲା, ସିଧା ସୁଟ୍ କରିଦେବି । ଏଥିରେ ଭୟଭୀତ ହୋଇ ବିଧାୟକ ଥାନାରେ ଏତଲା ଦେଇଥିଲେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694693297.jpg)