Advertisment

ବ୍ରେକିଂ ନ୍ୟୁଜ୍‌: ପେଟ୍ରୋଲ ବୋମା ପକାଇ ଜାଳିଦେଲେ ବିଜେପି ନେତ୍ରୀଙ୍କ ଗାଡ଼ି

ଭୁବନେଶ୍ୱର ଜିଲ୍ଲା ବିଜେପି କୋଷାଧ୍ୟକ୍ଷ ମିନତୀ ବାରିକଙ୍କ ଗାଡ଼ି ଉପରକୁ ପେଟ୍ରୋଲ ବୋମା ପକାଇ କିଛି ଦୁର୍ବୃତ୍ତ ଜାଳି ଦେଇଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
BJP leader Minati Barik’s vehicle set on fire

BJP Leader Minati Barik’s Vehicle Set On Fire

Advertisment

ଭୁବନେଶ୍ୱର: ପେଟ୍ରୋଲ ବୋମା ପକାଇ ଜାଳିଦେଲେ ବିଜେପି ନେତ୍ରୀଙ୍କ ଗାଡ଼ି। ଭୁବନେଶ୍ୱର ଜିଲ୍ଲା ବିଜେପି କୋଷାଧ୍ୟକ୍ଷ ମିନତୀ ବାରିକଙ୍କ ଗାଡ଼ି ଉପରକୁ ପେଟ୍ରୋଲ ବୋମା ପକାଇ କିଛି ଦୁର୍ବୃତ୍ତ ଜାଳି ଦେଇଥିବା ଅଭିଯୋଗ ହୋଇଛି। ଆଜି ଅପରାହ୍ଣରେ ଏହି ଘଟଣା ଘଟିଛି।

Advertisment

ନୟାପଲ୍ଲୀ ବ୍ରିଟ୍‌ କଲୋନୀ ସ୍ଥିତ ଘର ଆଗରେ ମିନତୀ ବାରିକଙ୍କ ପାର୍କିଂ କରାଯାଇଥିବା ବେଳେ ଦୁର୍ବୃତ୍ତମାନେ ପେଟ୍ରୋଲ ବୋମା ପକାଇ ଗାଡ଼ି ଜାଳି ଦେଇଛନ୍ତି । ଖବର ପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି  ସିସିଟିଭି ଫୁଟେଜ ଯାଞ୍ଚ ସହ ତନାଘନା ଆରମ୍ଭ କରିଛି। 

BJP Leader Minati Barik BJP Leader’s Vehicle Set On Fire
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ