ଅଦ୍ୟତନ ହୋଇଛି
BJD
Advertisment
ଧାମନଗର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଲୋଭିତ କରିବାକୁ ବିଜେଡିର ଉଦ୍ୟମ ଅଭିଯୋଗ ଙୋଇଛି । ଭୋଟରଙ୍କୁ ଖୁଲମଖୁଲା ଟଙ୍କା ଲୋଭ ଦେଖାଇଲେ ବିଜେଡି କର୍ମୀ । କହିଲେ ବିଜେଡିକୁ ଅଧିକ ଭୋଟ ଦେଇଥିବା ପଂଚାୟତକୁ ମୁଖ୍ୟମନ୍ତ୍ରୀ ଦେବେ କୋଟିଏ ଟଙ୍କା ।
Advertisment
ଧାମନଗରରେ ଚାଲିଥିଲା ନିର୍ବାଚନୀ ସଭା । ନେତା ଓ ମନ୍ତ୍ରୀଙ୍କ ଉପସ୍ଥିତିରେ ଚାଲିଥିବା କାର୍ଯ୍ୟକ୍ରମରେ ଭାଷଣରେ ବିଜେଡି କର୍ମୀ ଜଣଙ୍କ ଏଭଳି ଅଫର ଦେଇଥିଲେ ବିଜେଡି କର୍ମୀ । ଯାହାକୁ ନେଇ ଏବେ ରାଜନୈତିକ ମହଲରେ ତମ୍ବିତୋଫାନ । ଆଗକୁ ଟଙ୍କା କାରବାର ଅଧିକ ହେବାର ଆଶଙ୍କା କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ସେପଟେ ଅଭିଯୋଗର ଜବାବ ରଖିଛି ବିଜେଡି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/BJD_1666614342.jpg)