Advertisment

ଚିଲିକା କାଳୁପଡା ଜେଟି ନିକଟ ନଳଘାସରେ ନିଆଁ

ଚିଲିକା ଭିତରେ ପବନ ଅଧିକ ଥିବାରୁ ନିଆଁ ଆଖପାଖ ନଳ ଘାସକୁ ମଧ୍ୟ ବ୍ୟାପିବାରେ ଲାଗିଛି ।

ଅଦ୍ୟତନ ହୋଇଛି
Chilika Fire Mishap

Chilika Fire

Advertisment

ଚିଲିକା କାଳୁପଡା ଜେଟି ନିକଟ ନଳଘାସରେ ନିଆଁ। ନଳ ଘାସ ସବୁ ନିଆଁ ଲାଗି ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି । ଚିଲିକା ଭିତରେ ପବନ ଅଧିକ ଥିବାରୁ ନିଆଁ ଆଖପାଖ ନଳ ଘାସକୁ ମଧ୍ୟ ବ୍ୟାପିବାରେ ଲାଗିଛି । ନିଆଁ ଲାଗିବା ଯୋଗୁଁ ନଳ ଘାସରେ ରହୁଥିବା ବିରଳ ବନ୍ୟ ଜନ୍ତୁ ଏବଂ ଫିସିଙ୍ଗ୍ କ୍ୟାଟଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି। କିଭଳି ସ୍ଥିତିରେ ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

Advertisment
Fire Mishap Chilika Jungle Fire
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ