Advertisment

Youth Film Reels Inside Police Outpost: ପୋଲିସ ଫାଣ୍ଡି ଭିତରେ ବସି ଯୁବକଙ୍କ ରିଲ୍ସ; କୁଆଡୁ ଆସୁଛି ଏତେ ସାହସ ?

ଏକ ଗଣ୍ଡଗୋଳ ଘଟଣାରେ ପଚରାଉଚରା ପାଇଁ ଫାଣ୍ଡିକୁ ଆସିଥିବା ଯୁବକ ମାନେ ରିଲ୍ସ କରି ସୋସିଆଲ ମିଡିଆରେ ଛାଡ଼ିଛନ୍ତି। ଏହି ଭାଇରାଲ୍ ଭିଡିଓଟି ମୟୂରଭଞ୍ଜ ଜିଲ୍ଲାର ବୋଲି ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Youth Film Reels Inside Police Outpost

Youth Film Reels Inside Police Outpost

Advertisment

କୁଆଡୁ ଆସୁଛି ଏତେ ସାହସ ପୋଲିସ ଫାଣ୍ଡି ଭିତରେ ବସି କରୁଛନ୍ତି ରିଲ୍ସ ଏକ ଗଣ୍ଡଗୋଳ ଘଟଣାରେ ପଚରାଉଚରା ପାଇଁ ଫାଣ୍ଡିକୁ ଆସିଥିବା ଯୁବକ ମାନେ ରିଲ୍ସ କରି ସୋସିଆଲ ମିଡିଆରେ ଛାଡ଼ିଛନ୍ତିଏହି ଭାଇରାଲ୍ ଭିଡିଓଟି ମୟୂରଭଞ୍ଜ ଜିଲ୍ଲାର ବୋଲି ଜଣାପଡ଼ିଛି

Advertisment

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିନରେ ଥିବା ହାଟବାଦଡା ଫାଣ୍ଡିରେ ବସି ରିଲ୍ସ କରିଛନ୍ତି ଏହି ଯୁବକ ମାନେସାତପୋଉଟିଆ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡକୁ ନେଇ ପୋଲିସ ଉଭୟ ପକ୍ଷଙ୍କୁ ଫାଣ୍ଡିକୁ ଡାକି ବୁଝାସୁଝା ପାଇଁ ଚେଷ୍ଟା କରିଥିଲା ହେଲେ ବଡ଼ ଆଶ୍ଚର୍ଯ୍ୟର ବିଷୟ ନିର୍ଦ୍ଦିଷ୍ଟ କିଛି ଯୁବକ ଫାଣ୍ଡି ଭିତରେ ବସି ରିଲ୍ସ କରିଥିଲେତେବେ ଫାଣ୍ଡି ଅଧିକାରୀ କହିଛନ୍ତି, ଦୁଇ ଗୋଷ୍ଠୀଙ୍କୁ ଫାଣ୍ଡିକୁ ଡାକି ବୁଝାସୁଝା କରୁଥିବା ବେଳେ ତାଙ୍କ ଅଜାଣତରେ ସେମାନେ ଏହି ଭିଡିଓ କରିଛନ୍ତି ଯାହା ଠିକ୍ ନୁହେଁ ବରଂ ଏହା ଉପରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ଅଧିକ ପଢନ୍ତୁ: ବିଷାକ୍ତ ଖାଦ୍ୟ ପାଇଁ ଉଜୁଡ଼ିଗଲା ପରିବାର ! ପୁଅ, ଝିଅ ଚାଲିଗଲେ, ବାପା-ମା’ ହସ୍ପିଟାଲ୍‌ରେ ଭର୍ତ୍ତି

Advertisment
Police Stations
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ