Advertisment

Tiger footprints :ବାଘ ପାଦ ଦେଖି ଛାନିଆ ବନ ବିଭାଗ !

ବାଘକୁ ନେଇ ଧରପଗଡ। ବଣାଇ ବେଲଡିହି ଜଙ୍ଗଲରେ ବାଘ ପାଦ ଚିହ୍ନ ଠାବ ଘଟଣାରେ ପାଟ୍ରୋଲିଂକୁ କଡ଼ାକଡ଼ି କରିଛି ବନ ବିଭାଗ।

ଅଦ୍ୟତନ ହୋଇଛି
Tiger footprints found in Beldihi forest of Bonai Range, Sundargarh district

Tiger footprints found in Beldihi forest of Sundargarh district

Advertisment

ସୁନ୍ଦରଗଡ: ବାଘ ବୁଲୁଛି ଜଙ୍ଗଲରେ, ଖୋଜୁଛି ବନ ବିଭାଗ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜ ବେଲଡିହି ଜଙ୍ଗଲରେ ବାଘ ପାଦ ଚିହ୍ନ ଠାବ ହେବା ଘଟଣାରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି । ରାତିରେ ମଧ୍ୟ ପହରା ଦେଉଛନ୍ତି ବନ ବିଭାଗ କର୍ମଚାରୀ । ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ବନ ବିଭାଗ ବାଘର ପାଦ ଚିହ୍ନ ନମୂନା ସଂଗ୍ରହ କରି ଏହା କି ପ୍ରକାରର ବାଘ ସେନେଇ ଅନୁଧ୍ୟାନ କରୁଛି ।

Advertisment

ସତର୍କ ରହିବାକୁ ଆଖପାଖ ଅଞ୍ଚଳରେ ମାଇକ୍ ଯୋଗେ ପ୍ରଚାର କରି ସଚେତନ କରାଯାଉଛି । ଖୁବଶୀଘ୍ର କ୍ୟାମେରା ଲଗାଇ ବାଘ ଉପରେ ନଜର ରଖାଯିବ ବୋଲି ବନ ବିଭାଗ ତରଫରୁ କୁହାଯାଇଛି ।

Tiger Cubs Forest Department Sundargarh Sundargarh News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ