Advertisment

Pravin Togadia Odisha visit: ଓଡ଼ିଶାରେ ପ୍ରବୀଣ ଭାଇ ତୋଗାଡିଆ

ଓଡ଼ିଶାରେ ପ୍ରବୀଣ ଭାଇ ତୋଗାଡିଆ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଅନ୍ତରାଷ୍ଟ୍ରୀୟ ବିଶ୍ବହିନ୍ଦୁ ପରିଷଦର କାର୍ଯ୍ୟକାରୀ ସଭାପତି ପ୍ରବୀଣ ତୋଗାଡିଆ।

Pravin Togadia on Two-Day Odisha Visit

Pravin Togadia on Two-Day Odisha Visit

Advertisment

 ଓଡିଶାରେ ଗସ୍ତରେ ଅଛନ୍ତିପ୍ରବୀଣ ଭାଇ ତୋଗାଡିଆ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଅନ୍ତରାଷ୍ଟ୍ରୀୟ ବିଶ୍ବହିନ୍ଦୁ ପରିଷଦର କାର୍ଯ୍ୟକାରୀ ସଭାପତି ପ୍ରବୀଣ ତୋଗାଡିଆ। ଗତକାଲି ସେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ସେ ସିଧାସଳଖ ପୁରୀ ଯାଇଛନ୍ତି। ପୁରୀରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

Advertisment

ଆଜିଠୁ ୨ ଦିନ ଧରି ହେବାକୁ ଦେଶବ୍ୟାପୀ ସଂଗଠନର କର୍ମକର୍ତ୍ତା ବୈଠକରେ ଯୋଗଦେବେ। ତାସହ ନବରାତ୍ର ପୂଜା ପାଇଁ କନ୍ୟା ପୂଜା, ଶସ୍ତ୍ର ପୂଜା ସହିତ ସ୍କୁଲ କଲେଜରେ ମହିଳାମାନଙ୍କୁ ଆତ୍ମରକ୍ଷା କୌଶଳ, ଗୋହତ୍ୟା ନିରୋଧ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ପ୍ରବୀଣ ତୋଗାଡିଆ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ