Advertisment

ରାଜଧାନୀରେ ମ୍ୟାରେଜ୍ ରାକେଟ୍; ବୁଲୁଛନ୍ତି ମିଛ କନିଆଁ, ପୁଅ ଘର ଲୋକଙ୍କୁ କରୁଛନ୍ତି ଟାର୍ଗେଟ୍

ରାଜଧାନୀରେ ମାତିଛନ୍ତି ମ୍ୟାରେଜ୍ ରାକେଟ୍ । ବୁଲୁଛନ୍ତି ମିଛ କନିଆଁ । ଫେକ୍ ବାପା ମାଆ ଓ ଭାଇ ଭଉଣୀ ।

Wedding

Wedding

Advertisment

ରାଜଧାନୀରେ ମାତିଛନ୍ତି ମ୍ୟାରେଜ୍ ରାକେଟ୍ । ବୁଲୁଛନ୍ତି ମିଛ କନିଆଁ । ଫେକ୍ ବାପା ମାଆ ଓ ଭାଇ ଭଉଣୀ । ବାହାଘର ପାଇଁ ପ୍ରସ୍ତାବ ଦେଇ, ତଳି ତଳାନ୍ତ କରି ଦେଉଛନ୍ତି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଭୁବନେଶ୍ୱରରେ । ଏ ନେଇ ଭରତପୁର ଥାନାରେ ଅଭିଯୋଗ ପରେ ପୋଲିସ ମାମଲାର ଖୋଳତାଡ଼ ଚଳାଇଛି ।

Advertisment

ଠକ ଗ୍ୟାଙ୍ଗର ସଦସ୍ୟ ପୁଅ ଘର ଲୋକଙ୍କୁ ଟାର୍ଗେଟ୍ କରି ପ୍ରଥମେ ବର ପାଇଁ ଶେରୱାନୀ ଓ ବାହାଘର ସାମଗ୍ରୀ କିଣାଇ ଦେଉଥିଲେ । ଏପରିକି ବର କିଛି ଚାକିରି କରିନଥିଲେ ମଧ୍ୟ ଟଙ୍କା ଦେଲେ ଚାକିରି କରାଇଦେବେ ବୋଲି କହୁଥିଲେ । ଆଉ ବର ଘର ଲୋକେ ଚାକିରି ପାଇଁ ଟଙ୍କା ଦେବା ପରେ ଆଉ ଧରାଛୁଆଁ ଦେଉନଥିଲେ ଠକ ଗ୍ୟାଙ୍ଗ୍ ।

Scam Victim Groom Wedding
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ