Advertisment

Road Block: ଏଯାଏ ମିଳିନି ସାର, NH ଅବରୋଧ କଲେ ଚାଷୀ

ୟୁରିଆ ସାର କଳାବଜାରୀକୁ ନେଇ ରାସ୍ତା ଅବରୋଧ କରିବା ସହ ନିର୍ଦ୍ଧାରିତ ମୂଲ୍ୟ ଠାରୁ  ଅଧିକ ମୂଲ୍ୟ ରେ ସାର ବିକ୍ରି ହେହୁଥିବାରୁ ଲୋକେ ଅସନ୍ତୋଷ ଜାହିର କରିଛନ୍ତି । ବିଗତ ଦିନେ ମାଥିଲି, କାଲିମେଳା, ପଡିଆ ରେ ରାସ୍ତା ରୋକ ଦେଖିବାକୁ ମିଳିଥିଲା l

ଅଦ୍ୟତନ ହୋଇଛି
Fertilizer crisis, road blockade

Fertilizer crisis, road blockade

Advertisment

ମାଲକାନଗିରି : ୟୁରିଆ ସାର ଅଭାବକୁ ନେଇ ୩୨୬ ନମ୍ବର  ଜାତୀୟ ରାଜପଥ ଅବରୋଧ କଲେ ଚାଷୀ। ମାଲକାନଗିରି ଜିଲ୍ଲା କାଲିମେଲା ବ୍ଲକ ମହରାଜପଲି ପଞ୍ଚାୟତ ସମ୍ମୁଖରେ 326 ନମ୍ବର ଜାତୀୟ ରାଜପଥ କଲେ ଅବରୋଧ। ମହରାଜପଲି ପଞ୍ଚାୟତ କୁ ଏ ପର୍ଯ୍ୟନ୍ତ ସାର ପହଁଚିନାହିଁ ଯାହାକୁ ତୀବ୍ର ଅସନ୍ତୋଷ ପରେ 326 ନମ୍ବର ଜାତୀୟ ରାଜପଥ କଲେ ବନ୍ଦ l କିଛିଦିନ ତଳେ ପୁସୁଗୁଡା ପଂଚାୟତରେ ଚଢା ଦରରେ ସାର ବିକ୍ରି କୁ ନେଇ ରାଜରାସ୍ତା ଅବରୋଧ ହୋଇଥିଲା  l

Advertisment

ୟୁରିଆ ସାର କଳାବଜାରୀକୁ ନେଇ ରାସ୍ତା ଅବରୋଧ କରିବା ସହ ନିର୍ଦ୍ଧାରିତ ମୂଲ୍ୟ ଠାରୁ  ଅଧିକ ମୂଲ୍ୟ ରେ ସାର ବିକ୍ରି ହେହୁଥିବାରୁ ଲୋକେ ଅସନ୍ତୋଷ ଜାହିର କରିଛନ୍ତି । ବିଗତ ଦିନେ ମାଥିଲି, କାଲିମେଳା, ପଡିଆ ରେ ରାସ୍ତା ରୋକ ଦେଖିବାକୁ ମିଳିଥିଲା l 

Fertiliser Shortage Protest Over Fertilizer Shortage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ