Advertisment

ବୈଜୟନ୍ତଙ୍କ ଉଦ୍ୟମରେ ଦୁବାଇରୁ ଫେରିଲା ମରଶରୀର

କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରୁ ଫେରିଲା ଓଡ଼ିଆ ଯୁବକଙ୍କ ମୃତେଦହ। ନିଆଳି ବାବଜା ଗାଁର ଅବ୍ୟକ୍ତ ପ୍ରସାଦ ସିଂଙ୍କ ମରଶରୀର ନିଜ ଜନ୍ମମାଟିରେ ପହଞ୍ଚିଛି।

ଅଦ୍ୟତନ ହୋଇଛି
Odia Worker’s Deadbody Returned from Dubai with the Help of Baijaynt Panda's Efforts

deadbody return

Advertisment

କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରୁ ଫେରିଲା ଓଡ଼ିଆ ଯୁବକଙ୍କ ମୃତେଦହ। ଦୁବାଇରେ ଫସି ରହିଥିବା କଟକ ଜିଲ୍ଲା ନିଆଳି ବ୍ଲକ ବାବଜା ଗାଁର ଅବାକ୍ତ ପ୍ରସାଦ ସିଂଙ୍କ ମରଶରୀର ନିଜ ଜନ୍ମମାଟିରେ ପହଞ୍ଚିଛି।

Advertisment

ସୂଚନା ଅନୁସାରେ ଅବ୍ୟକ୍ତ ପ୍ରସାଦ ସିଂଙ୍କ ମରଶରୀର ଭାରତ ଆଣିବା ଲାଗି ସାଂସଦ ବୈଜୟନ୍ତ ପଣ୍ଡା ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଗତ ସେପ୍ଟେମ୍ବର ୩ ତାରିଖରେ ଚିଠି ଲେଖିଥିଲେ। ଗତ ଅଗଷ୍ଟ ୨୩ ତାରିଖରେ ଅବ୍ୟକ୍ତଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଅବ୍ୟକ୍ତ କାମ କରୁଥିବା କମ୍ପାନୀ ମୃତଦେହ ପଠାଇବାର କୌଣସି ବ୍ୟବସ୍ଥା ନକରିବାରୁ ତାଙ୍କ ପରିବାର ଲୋକେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନିବେଦନ କରିଥିଲେ।

Odisha News Baijayant Panda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ