Advertisment

୨୦ ଟଙ୍କାରେ ମିଳୁଛି ଚୂନା ମାଛ, ବୋହି ନେଉଛନ୍ତି ଲୋକେ

ଏମିତିକି ଦିନକୁ ୨୦ରୁ ୩୦ ଝୁଡ଼ି ଭଳିକି ଭଳି ଚୁନା ମାଛ ପଡୁଥିବାରୁ ମତ୍ସବୀଜୀ ତାକୁ ୨୦ରୁ ୩୦ଟଙ୍କାରେ କିଲୋ ପିଛା ବିକ୍ରି କରି ଦେଉଛନ୍ତି।

ଅଦ୍ୟତନ ହୋଇଛି
Chuna Fish Selling for Rs 20 per 1kg in Banki, Large Number of People Turn up to Purchase

Fish

Advertisment

ମାଛ କିଲୋ ୨୦ ଟଙ୍କା । ବାଙ୍କୀରେ ମହାନଦୀରୁ ଧରା ପଡୁଥିବା ଚୂନା ମାଛ ୨୦ ଟଙ୍କାରେ ମିଳୁଛି । ଲୋକେ ବି ବୋହି ନେଉଛନ୍ତି । ଗତ କିଛି ଦିନ ହେଲା ମହାନଦୀରେ ବଢ଼ି ପାଣି ଆସିଛି ଓ ଏହା ଶାଖା ନଦୀରେ ପ୍ରବେଶ କରିଥିଲା । ଏବେ ପାଣି ହ୍ରାସ ପାଇବା ଫଳରେ ପ୍ରବଳ ଚୂମା ମାଛ ପଡୁଛନ୍ତି। ଏମିତିକି ଦିନକୁ ୨୦ରୁ ୩୦ ଝୁଡ଼ି ଭଳିକି ଭଳି ଚୁନା ମାଛ ପଡୁଥିବାରୁ ମତ୍ସବୀଜୀ ତାକୁ ୨୦ରୁ ୩୦ଟଙ୍କାରେ କିଲୋ ପିଛା ବିକ୍ରି କରି ଦେଉଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଝୋଟ ବ୍ୟାଗ୍ ବଣ୍ଟନରେ ଖର୍ଚ୍ଚ ହୋଇଛି ୨୪୭ କୋଟି !

ମାଛର ଦାମ ଖୁବ୍ ଶସ୍ତା ହୋଇଥିବାରୁ ଲୋକେ କିଣିବାକୁ ଭିଡ଼ ଜମାଉଛନ୍ତି ।ସେହିପରି ଏବେ ଚୂନା ମାଛର ବେଶ୍‌ ଚାହିଦା ଥିବାରୁ ଲୋକମାନେ କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ।

Advertisment

Fishing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ