Advertisment

ମୃତ୍ୟୁ ଏମିତି ବି ଆସେ ! ଗଣେଶ ପୂଜା ପେଣ୍ଡାଲରେ ନାଚୁ ନାଚୁ ଟଳିପଡିଲେ ଯୁବକ

ମୃତ୍ୟୁ ଏମିତି ବି ଆଶେ ବୋଲି ଆପଣ ନଦେଖିଲେ ବିଶ୍ୱାସ କରିପାରିବେନି ।

Youth Death

Youth Death

Advertisment

ଗଣେଶ ପୂଜା ପେଣ୍ଡାଲରେ ନାଚୁ ନାଚୁ ଟଳିପଡିଲେ ଯୁବକ । ମୃତ୍ୟୁ ଏମିତି ବି ଆଶେ ବୋଲି ଆପଣ ନଦେଖିଲେ ବିଶ୍ୱାସ କରିପାରିବେନି । ଆନ୍ଧ୍ର ସତ୍ୟସାଇ ଜିଲ୍ଲା
ଧର୍ମଭରମର ଏ ଦୁଃଖଦ ଘଟଣା ଘଟିଛି ।

Advertisment

ଗାଁରେ ଗଣେଶ ପୂଜା ଚାଲିଥିବା ବେଳେ, ଗାଁର ଜଣେ ଯୁବକ ନାଚୁଥିଲେ । ପେଣ୍ଡାଲ ଉପରେ ହିଁ ହଠାତ ଧୀରେ ଧୀରେ ପଛକୁ ଯାଇ ସେ ଟଳିପଡିଥିଲେ । ଉପସ୍ଥିତ ଲୋକେ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ ।

ଗତ ୨ ଦିନ ପୂର୍ବେ ବିଜୟନଗର ଜିଲ୍ଲାରେ ମଧ୍ୟ ଜଣେ ଯୁବକ ନାଚୁ ବେଳେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ପ୍ରସାଦଙ୍କ ଘରେ ଗର୍ଭବତୀ ପତ୍ନୀ ଓ ୨ବର୍ଷର ଶିଶୁଟିଏ ଥିବା ବେଳ, ସେ ଏକମାତ୍ର ରୋଜଗାରିଆ ଥିଲେ । ପ୍ରସାଦଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

Advertisment
Youth Death Ganesh Puja Celebrations
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ