Advertisment

ଦିଲ୍ଲୀ ମଦ ଦୁର୍ନୀତି ମାମଲା; ଆଜି ଇଡିରେ ହାଜର ହେବେ କି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ?

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପଚରାଉଚରା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜ୍ରିୱାଲଙ୍କୁ ତୃତୀୟ ଥର ଲାଗି ସମନ କରିଛି । ପୂର୍ବରୁ ନଭେମ୍ବର ଓ ଡିସେମ୍ବର ୨୧ରେ ଇଡି ସମନ କରିଥିଲେ।

ଅଦ୍ୟତନ ହୋଇଛି
Arvind Kejriwal

Arvind Kejriwal

Advertisment

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ବଢ଼ି ଚାଲିଛି କେଜ୍ରିୱାଲଙ୍କ ଅଡ଼ୁଆ । ଆଜି ପୁଣି ହାଜର ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ତେବେ କେଜ୍ରିୱାଲ ଆଜି ଇଡିରେ ହାଜର ହେଉଛନ୍ତି ନା ନାହିଁ ତା ଉପରେ ନଜର ରହିଛି। ଡିସେମ୍ବର ୨୨ରେ ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଇଡି ଅରବିନ୍ଦ କେଜ୍ରିୱାଲଙ୍କୁ ସମନ କରିଥିଲା। ତେବେ ମିଳିଥିବା ସୂଚନା ଅନୁସାରେ ଆଜି କେଜ୍ରିୱାଲଙ୍କୁ ଦିନ ୧୦-୧୧ ମଧ୍ୟରେ ଇଡି ଅଫିସ୍‌ରେ ହାଜର ହେବାକୁ କହିଛି।

Advertisment

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ପଚରାଉଚରା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜ୍ରିୱାଲଙ୍କୁ ତୃତୀୟ ଥର ଲାଗି ସମନ କରିଛି । ପୂର୍ବରୁ ନଭେମ୍ବର ଓ ଡିସେମ୍ବର ୨୧ରେ ଇଡି ସମନ କରିଥିଲେ। କିନ୍ତୁ ଦୁଇଥର କେଜ୍ରିୱାଲଙ୍କୁ ଇଡି ସମନ କରିବା ପରେ ମଧ୍ୟ ସେ ହାଜର ହୋଇ ନ ଥିଲେ।

India Delhi Arvind Kejriwal Aam Aadmi Party
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ