Advertisment

ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ାର ଉଗ୍ର ରୂପ: ରାତିରେ ସ୍ୱାମୀଙ୍କ ପ୍ରାଇଭେଟ୍‌ ପାର୍ଟ କାଟିଦେଲେ ସ୍ତ୍ରୀ

ବିହାରର ପାଟନାରେ ଫୁଲୱାରୀରେ ଏହି ଘଟଣା ଘଟିଛି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା ବିବାଦ ଯେ, ଏତେ ଭୟଙ୍କର ହେବ ତାହାକୁ କେହି କେବେ ବିଶ୍ୱାସ କରିପାରିନଥିବେ। ପାଟନାର ଆଲାଭ କଲୋନୀରରେ ଏମାନେ ରହୁଥିଲେ। ତେବେ ପତ୍ନୀ ତାଙ୍କୁ ଛୁରୀରେ ଆକ୍ରମଣ କରି ତାଙ୍କ ବ୍ୟକ୍ତିଗତ ଅଙ୍ଗ କାଟି ଦେଇଥିଲେ। ଏହାପରେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇଥିଲେ । ପ୍ରବଳ କଷ୍ଟ ସାଙ୍ଗକୁ ରକ୍ତସ୍ରାବର ମାତ୍ରା ମଧ୍ୟ ବହୁ ଅଧିକ ରହିଥିଲା। ଆଉ ଏହି ସମୟରେ ସେ ସ୍ତ୍ରୀଙ୍କ ଉପରେ ଆକ୍ରମଣ କରିଥିଲେ। କିନ୍ତୁ ନିଜର ଅବସ୍ଥା ସଙ୍କଟାପନ୍ନ ହେବାରୁ ସେ ସେହି ସ୍ଥାନ ଛାଡ଼ି ପଳାଇଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
ପ୍ରେମୀକା ପାଇଁ ସାଙ୍ଗକୁ ହତ୍ୟା କଲା ସାଙ୍ଗ, ସିସିଟିଭିରୁ ମିଳିଲା ପ୍ରମାଣ

Crime In Bihar

Advertisment

ନୂଆଦିଲ୍ଲୀ: ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ା ଏକ ସାଧାରଣ କଥା। ପ୍ରତ୍ୟେକ ପରିବାର ମଧ୍ୟରେ ଏହା ହୋଇଥାଏ। କିନ୍ତୁ ଏହି ଝଗଡ଼ା ଏତେ ଉଗ୍ର ରୂପ ନେଇ ଯାହାକି ଆପଣଙ୍କ କଳ୍ପନାର ବାହାରେ। ସ୍ଥିତି ଏମିତି ହୋଇଛି ଯେ, ସ୍ୱାମୀ ଶୋଇବା ପରେ ସ୍ତ୍ରୀ ତାଙ୍କ ପ୍ରାଇଭେଟ୍‌ ପାର୍ଟ କାଟିଦେଇଛନ୍ତି। ଯାହାକୁ ନେଇ ଏବେ ସମଗ୍ର ଅଂଚଳରେ ଏହା ଚର୍ଚ୍ଚାର ବିଷୟ ହୋଇଛି। ତେବେ ରାତି ଅଧରେ ସ୍ତ୍ରୀ ଏମିତି କରିବା ନେଇ କିଛି ଟେର୍‌ ପାଇପାରିନଥିଲେ ସ୍ୱାମୀ। ଅଧ ରାତିରେ ଯେତେବେଳେ ସ୍ତ୍ରୀ ଜଣକ ଛୁରୀ ନେଇ ଆସିଥିଲେ ସେତେବେଳେ ସ୍ୱାମୀଙ୍କ ନିଦ ଭାଙ୍ଗିଥିଲା। କିନ୍ତୁ ନିଦ ଭାଙ୍ଗିଥିଲେ ବି କଣ କରିବେ, ତାଙ୍କ ମୁଣ୍ଡରେ କିଛି ପଶିନଥିଲା। ଆଉ ସ୍ତ୍ରୀ ରାଗରେ ସ୍ୱାମୀଙ୍କ ଗୁପ୍ତାଙ୍ଗ କାଟିଦେଇଥିଲେ। ଏହାପରେ ସ୍ୱାମୀ ପାଟି କରିବା ସହ ଘରୁ ଦୌଡ଼ି ପଳାଇଥିଲେ। ଦୌଡ଼ି ଦୌଡ଼ି ପାଖରେ ଥିବା ଏକ ଷ୍ଟେସନରେ ପହଞ୍ଚିଥିଲେ। ଆଉ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପୋଲିସ ତାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଊର୍ତ୍ତି କରିଛି। ଏହାସହ ପୋଲିସ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ବିହାରର ପାଟନାରେ ଫୁଲୱାରୀରେ ଏହି ଘଟଣା ଘଟିଛି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା ବିବାଦ ଯେ, ଏତେ ଭୟଙ୍କର ହେବ ତାହାକୁ କେହି କେବେ ବିଶ୍ୱାସ କରିପାରିନଥିବେ। ପାଟନାର ଆଲାଭ କଲୋନୀରେ ଏମାନେ ରହୁଥିଲେ। ତେବେ ପତ୍ନୀ ତାଙ୍କୁ ଛୁରୀରେ ଆକ୍ରମଣ କରି ତାଙ୍କ ବ୍ୟକ୍ତିଗତ ଅଙ୍ଗ କାଟି ଦେଇଥିଲେ। ଏହାପରେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇଥିଲେ । ପ୍ରବଳ କଷ୍ଟ ସାଙ୍ଗକୁ ରକ୍ତସ୍ରାବର ମାତ୍ରା ମଧ୍ୟ ବହୁ ଅଧିକ ରହିଥିଲା। ଆଉ ଏହି ସମୟରେ ସେ ସ୍ତ୍ରୀଙ୍କ ଉପରେ ଆକ୍ରମଣ କରିଥିଲେ। କିନ୍ତୁ ନିଜର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ସେ ସେହି ସ୍ଥାନ ଛାଡ଼ି ପଳାଇଥିବା ଜଣାପଡ଼ିଛି।

Advertisment

ସ୍ୱାମୀ ପୋଲିସ ଷ୍ଟେସନରେ ପହଞ୍ଚିବା ପରେ ଜଣେ ବ୍ୟକ୍ତିଙ୍କୁ ଘଟଣା ସମ୍ପର୍କରେ ପୂରା ବର୍ଣ୍ଣନା କରିଥିଲେ। ଆଉ ସାଙ୍ଗେ ସାଙ୍ଗେ ପୋଲିସ ମଧ୍ୟ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଥିବା ନେଇ ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପୂର୍ବରୁ ମଧ୍ୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା। ତେଣୁ ଅନେକ ସମୟରେ ଉଭୟଙ୍କ ମଧ୍ୟରେ ମାରପିଟ୍‌ ମଧ୍ୟ ହୁଏ। କିନ୍ତୁ ସ୍ଥିତି ଏମିତି ହେବ ବୋଲି କେହି ଭାବିନଥିଲେ। ସେପଟେ ସ୍ତ୍ରୀଙ୍କ ନାଁରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

India Bihar Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ