Advertisment

ଉତ୍ତରାଖଣ୍ତ ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ବିଜୟ

୫୪ ହଜାରରୁ ଅଧିକ ଭୋଟ୍‌ରେ ଜିତିଛନ୍ତି ଧାମୀ ।

ଅଦ୍ୟତନ ହୋଇଛି
Pushkar Singh Dhami

Pushkar Singh Dhami

Advertisment

ଉତ୍ତରାଖଣ୍ତ ଚମ୍ପାବତ ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ବିଜୟୀ ହୋଇଛନ୍ତି । ବିପୁଳ ଭୋଟ୍‌ରେ ସେ ବିଜୟ ଲାଭ କରିଛନ୍ତି । ଚମ୍ପାବତବାସୀଙ୍କୁ ଏନେଇ ଧନ୍ୟବାଦ ଜଣାଇଛନ୍ତି ଧାମୀ । ୫୪ ହଜାରରୁ ଅଧିକ ଭୋଟ୍‌ରେ ଜିତିଛନ୍ତି ଧାମୀ । ଏଥର ନିର୍ବାଚନରେ ଉତ୍ତରାଖଣ୍ଡରେ ବିଜେପି ସରକାର ଗଠନ କରିଥିଲା ।ବିଜେପି ସରକାର ଗଢ଼ିବା ସତ୍ତ୍ୱେ ନିର୍ବାଚନରେ ହାରିଥିଲେ ଧାମୀ । ଖତିମା ଆସନରୁ ଧାମୀ ନିର୍ବାଚନ ହାରିଥିଲେ ।

Advertisment
Pushkar Singh Dhami Uttrakhand ByPolls
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ