Advertisment

ଆସନ୍ତା ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ଆମେରିକା ରାଷ୍ଟ୍ରପତି !

ଆସନ୍ତା ସାଧାରଣତନ୍ତ୍ର ଦିବସରେ ଭାରତର ମୁଖ୍ୟ ଅତିଥି ହୋଇପାରନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍।

ଅଦ୍ୟତନ ହୋଇଛି
US President Joe Biden May Chief Guest For Republic Day 2024

US President Joe Biden May Chief Guest For Republic Day 2024

Advertisment

ଆସନ୍ତା ସାଧାରଣତନ୍ତ୍ର ଦିବସରେ ଭାରତର ମୁଖ୍ୟ ଅତିଥି ହୋଇପାରନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ଗତ G-20 ବୈଠକ ଅବସରରେ ଭାରତ-ଆମେରିକା ଦ୍ୱିପାକ୍ଷିକ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାଇଡେନଙ୍କୁ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବା ଲାଗି ନିମନ୍ତ୍ରଣ କରିଛନ୍ତି।

Advertisment

ଏନେଇ ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ଏରିକ୍ ଗରସେଟ୍ଟି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାଇଡେନ୍ ଭାରତର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବା ଲାଗି ମୋଦିଙ୍କ ପକ୍ଷରୁ ନିମନ୍ତ୍ରଣ ମିଳିଛି।

ତେବେ ବାଇଡେନେଙ୍କୁ କେବଳ ନିମନ୍ତ୍ରଣ ମିଳିଥିବା ବେଳେ ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ତାଙ୍କ ଭାରତ ଗସ୍ତ ନେଇ କୌଣସି ସୂଚନା ଏଯାଏ ହସ୍ତଗତ ହୋଇନାହିଁ।

Advertisment
Joe Biden Republic Day PM Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ