ବଜେଟରେ ବଡ ଘୋଷଣା : କ’ଣ ଶସ୍ତା, କ’ଣ ମହଙ୍ଗା ?

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ପୂର୍ଣ୍ଣ ବଜେଟ୍ ଉପସ୍ଥାପନ କରୁଛନ୍ତି।

Budget 2023

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରୁଥିବା ବେଳେ କ’ଣ  ଶସ୍ତା ଓ ମହଙ୍ଗା ହେବ ଘୋଷଣା କରିଛନ୍ତି । ସୁନା, ରୁପା, ପ୍ଲାଟିନମ ଗହଣା ଉପରେ ଟିକସ ବୃଦ୍ଧି କରାଯାଇଥିବା ବେଳେ ଏଗୁଡ଼ିକ ଆହୁରି ମହଙ୍ଗା ହେବ ।  

- ଖେଳନା, ସାଇକେଲ୍‌, ଅଟୋମୋବାଇଲ୍ ଶସ୍ତା ହେବ

- ବୈଦ୍ୟୁତିକ ଯାନ ଶସ୍ତା ହେବ

- ବିଦେଶରୁ ଆସୁଥିବା ରୂପା ଜିନିଷ ମହଙ୍ଗା ହେବ

- ସୁନା ବି ମହଙ୍ଗା

Live Updates: କେନ୍ଦ୍ର ବଜେଟ୍ ୨୦୨୩ ମୁଖ୍ୟାଂଶ

- ଦେଶ କିଚେନ୍‌ ଚିମିନି ମହଙ୍ଗା ହେବ

- କିଛି ମୋବାଇଲ୍ ଫୋନ୍, କ୍ୟାମେରା ଲେନ୍ସ ଶସ୍ତା ହେବ

- ସିଗାରେଟ୍ ମହଙ୍ଗା ହେବ

-  ଷ୍ଟିଲ୍, ଟିଭି ଶସ୍ତା ହେବ 

- ପୋଷାକ, ହେଡ୍ ଫୋନ୍ ମହଙ୍ଗା

ଅଧିକ ପଢ଼ନ୍ତୁ: ବଜେଟ୍ କ’ଣ; ଏହା କିପରି ଆପଣଙ୍କୁ ସହଯୋଗ କରିବ…