Advertisment

ବଜେଟରେ ବଡ ଘୋଷଣା : କ’ଣ ଶସ୍ତା, କ’ଣ ମହଙ୍ଗା ?

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ପୂର୍ଣ୍ଣ ବଜେଟ୍ ଉପସ୍ଥାପନ କରୁଛନ୍ତି।

ଅଦ୍ୟତନ ହୋଇଛି
Union Budget 2023 Live Updates

Budget 2023

Advertisment

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରୁଥିବା ବେଳେ କ’ଣ  ଶସ୍ତା ଓ ମହଙ୍ଗା ହେବ ଘୋଷଣା କରିଛନ୍ତି । ସୁନା, ରୁପା, ପ୍ଲାଟିନମ ଗହଣା ଉପରେ ଟିକସ ବୃଦ୍ଧି କରାଯାଇଥିବା ବେଳେ ଏଗୁଡ଼ିକ ଆହୁରି ମହଙ୍ଗା ହେବ ।  

Advertisment

- ଖେଳନା, ସାଇକେଲ୍‌, ଅଟୋମୋବାଇଲ୍ ଶସ୍ତା ହେବ

- ବୈଦ୍ୟୁତିକ ଯାନ ଶସ୍ତା ହେବ

- ବିଦେଶରୁ ଆସୁଥିବା ରୂପା ଜିନିଷ ମହଙ୍ଗା ହେବ

- ସୁନା ବି ମହଙ୍ଗା

Live Updates: କେନ୍ଦ୍ର ବଜେଟ୍ ୨୦୨୩ ମୁଖ୍ୟାଂଶ

- ଦେଶ କିଚେନ୍‌ ଚିମିନି ମହଙ୍ଗା ହେବ

- କିଛି ମୋବାଇଲ୍ ଫୋନ୍, କ୍ୟାମେରା ଲେନ୍ସ ଶସ୍ତା ହେବ

- ସିଗାରେଟ୍ ମହଙ୍ଗା ହେବ

-  ଷ୍ଟିଲ୍, ଟିଭି ଶସ୍ତା ହେବ 

- ପୋଷାକ, ହେଡ୍ ଫୋନ୍ ମହଙ୍ଗା

ଅଧିକ ପଢ଼ନ୍ତୁ: ବଜେଟ୍ କ’ଣ; ଏହା କିପରି ଆପଣଙ୍କୁ ସହଯୋଗ କରିବ…

Nirmala Sitharaman Union Budget Budget Session
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ