Advertisment

୩୧ ବର୍ଷ ସଜା କାଟିବା ପରେ ମୁକ୍ତି ପାଇବେ ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ

ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ ଏଜି ପେରାରିଭାଲାନଙ୍କୁ ମୁକ୍ତି କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ ।

ଅଦ୍ୟତନ ହୋଇଛି
 BREAKING| Supreme Court Orders Release Of AG Perarivalan, Convict In Rajiv Gandhi Assassination Cas

BREAKING| Supreme Court Orders Release Of AG Perarivalan, Convict In Rajiv Gandhi Assassination Cas

Advertisment

ରାଜୀବ ଗାନ୍ଧିଙ୍କ ହତ୍ୟାକାରୀକୁ ମୁକ୍ତି ନିର୍ଦ୍ଦେଶ । ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ ଏଜି ପେରାରିଭାଲାନଙ୍କୁ ମୁକ୍ତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୀର୍ଘ ୩୧ ବର୍ଷ ଜେଲ୍ କାଟିବା ପରେ ଏବେ ମୁକ୍ତି ପାଇବେ ପେରାରିଭାଲାନ ।

Advertisment

ହତ୍ୟା ମାମଲାରେ ଆଜୀବନ ସଜା ଭୋଗୁଥିଲେ ପେରାରିଭାଲାନ । ହେଲେ ଏବେ ପେରାରିଭାଲାନକୁ ମୁକ୍ତି କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ ।

Rajiv Gandhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ