ନେତାଙ୍କ ଅପରାଧିକ ମାମଲାର ଶୀଘ୍ର ଫଇସଲା କର: ସୁପ୍ରିମକୋର୍ଟ

ଅପରାଧିକ ମାମଲା ଥିବା ସାଂସଦ ଓ ବିଧାୟକଙ୍କ ମାମଲାର ଶୀଘ୍ର ଫଇସଲା କର । ହାଇକୋର୍ଟ ଗୁଡ଼ିକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

'ନାତାଙ୍କ ମାମଲାର ଶ୍ରୀଘ୍ର ଶୁଣାଣି'

ଅପରାଧିକ ମାମଲା ଥିବା ସାଂସଦ ଓ ବିଧାୟକଙ୍କ ମାମଲାର ଶୀଘ୍ର ଫଇସଲା କର । ହାଇକୋର୍ଟ ଗୁଡ଼ିକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏନେଇ ହାଇକୋର୍ଟ ମାନେ ନିଜ ଆଡ଼ୁ ପଦକ୍ଷେପ ନେଇ କିଭଳି ମାମଲା ଗୁଡ଼ିକର ତ୍ୱରିତ ଫଇସଲା ହୋଇପାରିବ ସେନେଇ ପଦକ୍ଷେପ ନେବେ ।

ତେବେ ଟ୍ରାଏଲ କୋର୍ଟ ଗୁଡ଼ିକ ପାଇଁ ଏନେଇ ୟୁନିଫର୍ମ ଗାଇଡଲାଇନ ପ୍ରସ୍ତୁତ କରିବା କଷ୍ଟ । ତେଣୁ ହୋଇକୋର୍ଟ ଗୁଡ଼ିକ ଏନେଇ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।