Advertisment

ଏହି ୨ଟଙ୍କିଆ କଏନ୍ ଆପଣଙ୍କୁ କରିପାରେ ଲକ୍ଷପତି

ପ୍ରତିଦିନ ଆମେ ଅନେକ କଏନ ଦେଖୁ। ଟଙ୍କିକିଆ, ଦୁଇ ଟଙ୍କିଆ, ପାଞ୍ଚ ଟଙ୍କିଆ ଓ ଦଶ ଟଙ୍କିଆ। ଯାହାକୁ ଦେଇ ଆପଣମାନେ ଜିନିଷ କିଣନ୍ତି। କିନ୍ତୁ ସେହି କଏନ ଭିତରର ରହସ୍ୟ ଆପଣ କେବେ ଖୋଜି ନାହିଁନ୍ତି। ଯାହା ଜାଣିଲେ ଆପଣ ହୋଇ ଯିବେ ଲକ୍ଷପତି

Rs.2

Rs.2

Advertisment

ପ୍ରତିଦିନ ଆମେ ଅନେକ କଏନ ଦେଖୁ। ଟଙ୍କିକିଆ, ଦୁଇ ଟଙ୍କିଆ, ପାଞ୍ଚ ଟଙ୍କିଆ ଓ ଦଶ ଟଙ୍କିଆ। ଯାହାକୁ ଦେଇ ଆପଣମାନେ ଜିନିଷ କିଣନ୍ତି। କିନ୍ତୁ ସେହି କଏନ ଭିତରର ରହସ୍ୟ ଆପଣ କେବେ ଖୋଜି ନାହିଁନ୍ତି। ଯାହା ଜାଣିଲେ ଆପଣ ହୋଇ ଯିବେ ଲକ୍ଷପତି। ଆପଣଙ୍କ ଘରେ ହେବ ଧନ ବର୍ଷା। ଆଜି ଆମେ ଆପଣଙ୍କୁ ଏପରି ଏକ ମୁଦ୍ରା ବିଷୟରେ କହୁଛୁ ଯାହା ଆପଣଙ୍କୁ ରାତାରାତି ଲକ୍ଷପତି କରି ଦେଇପାରେ। ଯଦି ଆପଣଙ୍କ ପାଖରେ ଏପରି ବିଶେଷ ମୁଦ୍ରା ଅଛି, ତେବେ କୋଟିପତି ହେବାକୁ ଆପଣଙ୍କୁ ଅଧିକ ସମୟ ଲାଗିବ ନାହିଁ। ଏବେ ଜାଣନ୍ତୁ ସେ ବିଷୟରେ ଅନେକ କିଛି।

Advertisment

ଆପଣଙ୍କ ପାଖରେ ୨ ଟଙ୍କିଆର ଏହି ବିଶେଷ ମୁଦ୍ରା ଥିଲେ କୋଟିପତି ହେବାକୁ ଅଧିକ ସମୟ ଲାଗିବ ନାହିଁ। ବାସ୍ତବରେ ଆମେ ଯେଉଁ ୨ ଟଙ୍କିଆ ମୁଦ୍ରା କଥା କହୁଛୁ, ତାହା ୧୯୯୪ ମସିହାରେ ତିଆରି ହୋଇଥିଲା। ଏହି ମୁଦ୍ରାର ପଛ ଭାଗରେ ଭାରତର ଜାତୀୟ ପତାକା ରହିଛି। Quickrର ୱେବସାଇଟରେ ଏହି ବିରଳ ମୁଦ୍ରାର ମୂଲ୍ୟ ୫ ଲକ୍ଷ ଟଙ୍କା ସ୍ଥିର କରାଯାଇଛି।

Advertisment

ସେହିଭଳି ସ୍ୱାଧୀନତା ପୂର୍ବରୁ ରାଣୀ ଭିକ୍ଟୋରିଆଙ୍କ ଗୋଟିଏ ଟଙ୍କା ରୂପା ମୁଦ୍ରାର ମୂଲ୍ୟ ୨ ଲକ୍ଷ ଟଙ୍କା ଓ ଜର୍ଜ ଭି କିଙ୍ଗ ସମ୍ରାଟ ୧୯୧୮ ମସିହାର ଗୋଟିଏ ଟଙ୍କା ବ୍ରିଟିଶ ମୁଦ୍ରାର ମୂଲ୍ୟ ୯ ଲକ୍ଷ ଟଙ୍କା ରହିଛି। ଏହି ପୁରୁଣା ମୁଦ୍ରାଗୁଡ଼ିକର ବହୁତ ଚାହିଦା ଥିବାରୁ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ଲୋକମାନେ ରାଜି ହୋଇଯାଉଛନ୍ତି।

ଆପଣଙ୍କ ପାଖରେ ଯଦି ଏମିତିକା ପୁରୁଣା ମୁଦ୍ରା ରହିଛି, ତେବେ ସେଗୁଡିକୁ ବିକ୍ରୟ କରିବାକୁ ଚାହୁଁଥିଲେ ପ୍ରଥମେ ଆପଣଙ୍କୁ Quickr ସାଇଟକୁ ଯାଇ ପଞ୍ଜିକରଣ କରିବାକୁ ପଡିବ। ଏହା ପରେ ଆପଣ ଏହି ମୁଦ୍ରାର ଫଟୋ କ୍ଲିକ୍ କରି ସାଇଟରେ ଅପଲୋଡ୍ କରିବା ପରେ କ୍ରେତାମାନେ ଆପଣଙ୍କୁ ସିଧାସଳଖ ଯୋଗାଯୋଗ କରିବେ। ସେଠାରେ ଆପଣ ମୁଦ୍ରା ଦେୟ ଏବଂ ବିତରଣ ସର୍ତ୍ତାବଳୀ ଅନୁଯାୟୀ ବିକ୍ରି କରିପାରିବେ।

Advertisment

ଯଦି ଆପଣ ପୁରୁଣା ମୁଦ୍ରା କିମ୍ବା ନୋଟ୍ ସଂଗ୍ରହ କରିବାରେ ସଉକ ରଖନ୍ତି, ତେବେ ଆପଣ କୋଟିପତି ହୋଇ ପାରିବେ। ଅନେକ ଲୋକ ପୁରୁଣା ମୁଦ୍ରାକୁ ବହୁତ ଯତ୍ନରେ ରଖନ୍ତି। ଅନେକ ଏହାକୁ ଅଣଦେଖା କରିଥାନ୍ତି। ଯେଉଁମାନେ ପୁରୁଣା ମୁଦ୍ରାଗୁଡ଼ିକୁ ସାଇତି ରଖନ୍ତି, ତାହାର ମୂଲ୍ୟ ବର୍ତ୍ତମାନ ଆକାଶ ଛୁଆଁ ହୋଇଛି। ଆପଣଙ୍କ ପାଖରେ ଥିବା ପୁରୁଣା ୨ ଟଙ୍କିଆ ମୁଦ୍ରାକୁ ବିକ୍ରି କରି ଆପଣ କୋଟିପତି ହୋଇ ପାରିବେ।

କୋରୋନା କଟକଣା ଲୋକମାନଙ୍କ ଆର୍ଥିକ ସ୍ଥିତିକୁ ବିଗାଡି ଦେଇଛି। ଏଭଳି ସଙ୍କଟର ସମ୍ମୁଖୀନ ହୋଇ ଅଧିକାଂଶ ଲୋକ ଆଜିର ସମୟରେ ରୋଜଗାର କରିବାକୁ ଚାହୁଁଛନ୍ତି। ଏଭଳି ଉପାୟରେ ଆପଣ ଘରେ ବସି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ପାରିବେ। ଯଦି ଆପଣଙ୍କ ପାଖରେ କିଛି ପୁରୁଣା ମୁଦ୍ରା ଅଛି, ତେବେ ଘରେ ବସି ଆପଣ ଭଲ ରୋଜଗାର କରି ପାରିବେ।

India Some Unique Ancient Coins
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ