Advertisment

ମାର୍ଚ୍ଚ ମାସରେ ରେକର୍ଡ ପରିମାଣର ଜିଏସଟି ଆଦାୟ

ମାର୍ଚ୍ଚ ମାସରେ ରେକର୍ଡ ପରିମାଣର ଜିଏସଟି ଆଦାୟ ହୋଇଛି। ଗତମାସରେ ଦେଶରେ ଏଯାଏଁ ସର୍ବାଧିକ ୧.୪୨ ଲକ୍ଷ କୋଟି ଟଙ୍କାର ଦ୍ରବ୍ୟ ଓ ସେବା କର ସଂଗ୍ରହ ହୋଇଥିବା ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

GST collection in March

GST collection in March

Advertisment

ମାର୍ଚ୍ଚ ୨୦୨୨ରେ ରେକର୍ଡ ପରିମାଣର ଜିଏସଟି ଆଦାୟ କରାଯାଇଛି । ଗତମାସରେ ଦେଶରେ ଏଯାଏଁ ସର୍ବାଧିକ ୧.୪୨ ଲକ୍ଷ କୋଟି ଟଙ୍କାର ଦ୍ରବ୍ୟ ଓ ସେବା କର ସଂଗ୍ରହ ହୋଇଥିବା ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment

ଏହା ପୂର୍ବରୁ ଗତ ଜାନୁଆରୀରେ ସର୍ବାଧିକ ଜିଏସଟି ଆଦାୟର ରେକର୍ଡ ରହିଥିଲା । ସେହି ମାସରେ ୧.୪୦ ଲକ୍ଷ କୋଟିର ଜିଏସଟି ସଂଗ୍ରହ ହୋଇଥିଲା । ଜାଲ ବିଲ ପ୍ରସ୍ତୁତକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଜିଏସଟି ‌ଆଦାୟରେ ଏହି ବୃଦ୍ଧି ପରିଲକ୍ଷିତ ହୋଇଥିବା ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି।

ବିବୃତ୍ତିରେ ଦର୍ଶାଯାଇଛି ଏହିବର୍ଷ ମାର୍ଚ୍ଚରେ ଆଦାୟ ହୋଇଥିବା ଜିଏସଟି ଗତବର୍ଷ ଏହି ସମୟରେ ଆଦାୟ ହୋଇଥିବା ଶୁଳ୍କଠୁ ୧୫ ପ୍ରତିଶତ ଅଧିକ । ସେହିଭଳି ୨୦୨୦ ଅପେକ୍ଷା ପ୍ରାୟ ୪୬ ପ୍ରତିଶତ ଅଧିକ ବୋଲି ଜଣାପଡ଼ିଛି । ସେପଟେ ଏଥରକୁ ମିଶାଇ ଲଗାତର ଷଷ୍ଠ ଥର ପାଇଁ ପ୍ରତିମାସରେ ଜିଏସଟି ସଂଗ୍ରହ ୧.୩୦ ଲକ୍ଷ କୋଟି ଉପରେ ରହିଛି...

Advertisment
GST Collection In March
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ