ଅଦ୍ୟତନ ହୋଇଛି
RBI Hikes Rates, Loans To Get Costlier
Advertisment
ବଢିଲା ରେପୋ ରେଟ୍। ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(RBI) ପକ୍ଷରୁ ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ ବୃଦ୍ଧି କରାଯାଇଛି। ଏଥିସହ ରେପୋ ରେଟ୍ ୪.୪୦ରୁ ବଢି ୪.୯୦ ହୋଇଛି। ରେପୋ ରେଟ୍ ବୃଦ୍ଧି ନେଇ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସୂଚନା ଦେଇଛନ୍ତି।
Advertisment
୫ ସପ୍ତାହ ମଧ୍ୟରେ ରେପୋ ରେଟ୍ ୨ ଥର ବୃଦ୍ଧି ପାଇଛି। ରେପୋ ରେଟ୍ ବୃଦ୍ଧି ଯୋଗୁ ଋଣ, ଗାଡ଼ି, EMI, ଗୃହ ଋଣ ଉପରେ ସୁଧ ହାର ଏବଂ ବ୍ୟକ୍ତିଗତ ଋଣ ମହଙ୍ଗା ହେବ ବୋଲି କୁହାଯାଉଛି।ମୁଦ୍ରାସ୍ଫୀତି ରୋକିବା ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋ ରେଟ୍ ବୃଦ୍ଧି କରାଯାଇଥିିବା ଅନୁମାନ କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1654668100.jpg)