Advertisment

ଯାତ୍ରୀଙ୍କୁ ମିଳିବ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା; ଟ୍ରେନ୍‌ରେ ବୁଲି ନିଜେ ସ୍ଥିତି ପରଖିଲେ ରେଳ ମନ୍ତ୍ରୀ

ଦେଶରେ ଆରମ୍ଭ ହୋଇଥିବା ନୂଆ କରି ଭିଷ୍ଟାଡୋମ୍ ଟ୍ରେନ୍ ବଗିକୁ ପରଖିଲେ ରେଳମନ୍ତ୍ରୀ । ଟ୍ରେନ୍‌ରେ ବୁଲି ନିଜେ ସ୍ଥିତି ପରଖିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ଅଦ୍ୟତନ ହୋଇଛି
Railway Minister Ashwini Vaishnaw flags off LHB coach at ICF

Railway Minister Ashwini Vaishnaw flags off LHB coach at ICF

Advertisment

ଏଣିକି ଟ୍ରେନ୍‌ରେ ଯାତ୍ରୀଙ୍କୁ ମିଳିବ ସ୍ୱତନ୍ତ୍ର ବ୍ୟବସ୍ଥା ।ଦେଶରେ ଆରମ୍ଭ ହୋଇଥିବା ନୂଆ କରି ଭିଷ୍ଟାଡୋମ୍ ଟ୍ରେନ୍ ବଗିକୁ ପରଖିଲେ ରେଳମନ୍ତ୍ରୀ । ଟ୍ରେନ୍‌ରେ ବୁଲି ନିଜେ ସ୍ଥିତି ପରଖିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।୧୨ ହଜାର ଭିଷ୍ଟାଡ୍ରୋମ୍ ବଗି ପ୍ରସ୍ତୁତ କରାଯାଇଛି । ଏଥିରେ ଯାତ୍ରୀଙ୍କୁ ମିଳିବାକୁ ଥିବା ସମସ୍ତ ସୁବିଧା ସୁଯୋଗକୁ ଖୋଦ୍ ରେଳ ମନ୍ତ୍ରୀ ପରଖିଛନ୍ତି ।

Advertisment

ଯାତ୍ରୀଙ୍କ ପାଇଁ ଥିବା ୱିଣ୍ଡୋ ଡୋର୍, ସ୍ୱତନ୍ତ୍ର ଲାଇଟ୍, ସାଉଣ୍ଡ ବିହୀନ ବ୍ୟବସ୍ଥାକୁ ବି ତଦାରଖ କରିଛନ୍ତି । ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଏବେ ପର୍ଯ୍ୟଟକଙ୍କ ପାଇଁ ଭିଷ୍ଟାଡୋମ୍ ଟ୍ରେନ୍ ବଗି ପ୍ରସ୍ତୁତ କରାଯାଇଛି । ପର୍ଯ୍ୟଟକମାନେ ଯେପରି ପ୍ରାକୃତିକ ସନ୍ଦୌର୍ଯ୍ୟକୁ ଦେଖି ପାରିବେ, ନିକଟରୁ ଅନୁଭବ କରିପାରିବେ ସେ ନେଇ ଏହି ଟ୍ରେନ୍‌ରେ ଦୁଇ ପଟେ କାଚ ଗ୍ଲାସ୍କୁ ଲଗାଯାଇଛି ।

Railway Minister Ashwini Vaishnaw
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ