Advertisment

‘ଆଜିଠୁ ରାଜପଥ ଇତିହାସ ପାଲଟିଗଲା’

ଗୁଲାମୀର ଆଉ ଏକ ଚିହ୍ନରୁ ମିଳିଲା ମୁକ୍ତି । ଆଜି ଆଧୁନିକ ଓ ସଶକ୍ତ ଭାରତର ପ୍ରାଣପ୍ରତିଷ୍ଠା ହୋଇଛି । କର୍ତ୍ତବ୍ୟ ପଥ ଉଦ୍‌ଘାଟନ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Narendra Modi

Narendra Modi

Advertisment

କର୍ତ୍ତବ୍ୟପଥ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ । ଆଜିଠୁ ରାଜପଥ ପାଲଟିଲା ଇତିହାସ । ଗୁଲାମୀର ଆଉ ଏକ ଚିହ୍ନରୁ ମିଳିଲା ମୁକ୍ତି । ଆଜି ଆଧୁନିକ ଓ ସଶକ୍ତ ଭାରତର ପ୍ରାଣପ୍ରତିଷ୍ଠା ହୋଇଛି । କର୍ତ୍ତବ୍ୟ ପଥ ଉଦ୍‌ଘାଟନ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Advertisment

ସେ ଆହୁରି କହିଛନ୍ତି ଯେ, ଦେଶକୁ ଆଜି ନୂଆ ପ୍ରେରଣା ଓ ଉର୍ଜା ମିଳିଛି । ସ୍ୱାଧୀନତା ପରେ ନେତାଜୀଙ୍କ ଯୋଗଦାନକୁ ଭାରତ ଭୁଲିଯାଇଥିଲା । ନେତାଜୀଙ୍କ ରାସ୍ତାରେ ଚାଲିଥିଲେ ଆଜି ଦେଶର ଚିତ୍ର ଭିନ୍ନ ହୋଇଥାଆନ୍ତା ବୋଲି ମୋଦି କହିଛନ୍ତି । ରାଜପଥ ଭାବନା ଦେଶର ଗୁଲାମୀର ପ୍ରତୀକ ଥିଲା । ପଥ ରାଜପଥ ହେଲେ ଲୋକମୁଖୀ କିଭଳି ହେବ ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ ଉଠାଇବା ସହ କର୍ତ୍ତବ୍ୟପଥ ଦେଶର ସର୍ବକାଳୀନ ଆଦର୍ଶର ପ୍ରତୀକ ହେବ ବୋଲି କହିଛନ୍ତି ।

Narendra Modi Central Vista Avenue
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ