Advertisment

ଏଣିକି ‘ବନ୍ଦେ ଭାରତ’ରେ ଲକ୍‌ଜୁରୀ ଯାତ୍ରା, ସାମ୍ନାକୁ ଆସିଲା ସ୍ଲିପର କୋଚ୍‌ର ପ୍ରଥମ ଝଲକ...

ଖୁବ୍‌ଶୀଘ୍ର ଭାରତୀୟ ରେଲ୍‌ୱେ ଏକ କନ୍‌ସେପ୍ଟ ଟ୍ରେନ୍‌ ଆଣିବାକୁ ଯାଉଛି। ଏଣିକି ଅତ୍ୟାଧୁନିକ ସ୍ଲିପର କୋଚ୍‌ର ସୁବିଧା ‘ବନ୍ଦେ ଭାରତ’ ଏକ୍ସପ୍ରେସ୍‌ରେ ଯାତ୍ରୀଙ୍କୁ ମିଳିବ।

ଅଦ୍ୟତନ ହୋଇଛି
Vande Bharat Sleeper Coach

New Vande Bharat Trains With Sleeper Coaches Rollout In 2024

Advertisment

ଖୁବ୍‌ଶୀଘ୍ର ଭାରତୀୟ ରେଲ୍‌ୱେ ଏକ କନ୍‌ସେପ୍ଟ ଟ୍ରେନ୍‌ ଆଣିବାକୁ ଯାଉଛି। ଏଣିକି ଅତ୍ୟାଧୁନିକ ସ୍ଲିପର କୋଚ୍‌ର ସୁବିଧା ‘ବନ୍ଦେ ଭାରତ’ ଏକ୍ସପ୍ରେସ୍‌ରେ ଯାତ୍ରୀଙ୍କୁ ମିଳିବ। ଏହି ସ୍ଲିପର କୋଚ୍‌ର ପ୍ରଥମ ଝଲକ ସାମ୍ନାକୁ ଆସିଛି।

Advertisment

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ଲିପର କୋଚ୍‌ର କିଛି ଫଟୋ ସୋସିଆଲ ମିଡିଆ ଏକ୍ସରେ ଶେୟାର କରିଛନ୍ତି। ଖୁବ୍‌ଶୀଘ୍ର ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଏହି ସ୍ଲିପର କୋଚ୍‌ ଆସିବାକୁ ଯାଉଛି। ଏହି ସ୍ଲିପର କୋଚ୍‌ ବଗିର ଡିଜାଇନ୍ ରାଜଧାନୀ ଏବଂ ଅନ୍ୟ ପ୍ରିମିୟମ ଟ୍ରେନ୍‌ର ଡିଜାଇନ ଠାରୁ ଭିନ୍ନ ରହିଛି।

Advertisment

ଆସନ୍ତା ୨୦୨୪ରେ ହିଁ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ସ୍ଲିପର କୋଚ୍ ଆସିବ ବୋଲି ଅଶ୍ୱିନୀ ବୈଷ୍ଣବ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ସୂଚନା ଦେଇଛନ୍ତି। ଏହି ସ୍ଲିପର କୋଚ୍‌ରେ ୨ ଏବଂ ୩ ଟାୟାର ବିକଳ୍ପ ରହିଥିବା ଫଟୋରେ ଦେଖିବାକୁ ମିଳିଛି।

Vande Bharat Train
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ