Advertisment

ଦ୍ରୁତ ଗତିରେ ବଢ଼ୁଛି କରୋନା ସଂକ୍ରମଣ: ହୋମ୍ ଆଇସୋଲେସନକୁ ନେଇ ଜାରି ହେଲା ନୂଆ ଗାଇଡ୍‌ଲାଇନ୍‌

ସଂଶୋଧିତ ହୋମ୍ ଆଇସୋଲେସନ ଗାଇଡଲାଇନ ଜାରି କଲା କେନ୍ଦ୍ର। କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ହୋମ୍ ଆଇସୋଲେସନ ନେଇ ନୂଆ ଗାଇଡ୍‌ଲାଇନ୍‌ ଜାରି ହୋଇଛି।

ଅଦ୍ୟତନ ହୋଇଛି
Home Isolation

Home Isolation

Advertisment

ସଂଶୋଧିତ ହୋମ୍ ଆଇସୋଲେସନ ଗାଇଡଲାଇନ ଜାରି କଲା କେନ୍ଦ୍ର। କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ହୋମ୍ ଆଇସୋଲେସନ ନେଇ ନୂଆ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ଅଧିକାଂଶ ଆକ୍ରାନ୍ତ ଲକ୍ଷଣହୀନ ବା ସାମାନ୍ୟ ଲକ୍ଷଣଯୁକ୍ତ ଥିବାରୁ ନୂଆ ଗାଇଡ୍‌ଲାଇନ୍‌ ଜାରି ହୋଇଛି। 

Advertisment
  • ଡାକ୍ତରଙ୍କ ଦ୍ୱାରା ଚିହ୍ନିତ ଲକ୍ଷଣ ବିହୀନ ବ୍ୟକ୍ତି ହୋମ୍ ଆଇସୋଲେସନରେ ରହିପାରିବେ
  • ଆକ୍ରାନ୍ତଙ୍କ ପରିବାରକୁ ପରାମର୍ଶ ପାଇଁ କଣ୍ଟ୍ରୋଲ ରୁମ୍ ନମ୍ବର ଦିଆଯିବ
  • ହୋମ୍ ଆଇସୋଲେସନ ପାଇଁ ଘରେ ଉପଯୁକ୍ତ ବ୍ୟବସ୍ଥା ଥିଲେ ରହିପାରିବେ
  • ଟିକା ନେଇସାରିଥିବା ପରିବାରର ଜଣେ ସଦସ୍ୟ ଆକ୍ରାନ୍ତଙ୍କ ଦାୟିତ୍ୱରେ ରହିବେ
  • ବୟସ୍କ/ବହୁବିଧ ରୋଗାକ୍ରାନ୍ତଙ୍କୁ ହୋମ୍‌ ଆଇସୋଲେସନ୍‌ ପାଇଁ କେବଳ ଡାକ୍ତର ହିଁ ଅନୁମତି ଦେଇପାରିବେ 
Advertisment

COVID-19 Home Isolation New Guidelines New Guidelines For Home Isolation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ