Advertisment

ଆପଣ ଅଧିକ ଇଣ୍ଟରନେଟ୍‌ ବ୍ୟବହାର କରୁଛନ୍ତି କି? JIO ଆଣିଲା ଦମଦାର ପ୍ଲାନ୍‌

ଯଦି ଆପଣ ଜିଓର ପ୍ରିପେଡ୍‌ ସିମ୍‌ ବ୍ୟବହାର କରୁଛନ୍ତି ଏବଂ ଏହାସହ ଅନ୍‌ଲିମିଟେଡ୍‌ ଡାଟା, ଭଏସ୍‌ କଲ୍‌ ଓ ଏସ୍‌ଏମ୍‌ଏସ୍‌, ମାଗଣା OTT ସବସ୍କ୍ରିପସନ୍‌ ସୁବିଧା ପାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଜିଓ ଆଣିଦେଇଛି ଏକ ଭଲ ଅଫର୍‌ । ତେବେ ଜାଣନ୍ତୁ କଣ ରହିଛି ଜିଓର ବର୍ଷକର ପ୍ରିପେଡ୍‌ ପ୍ଲାନ୍‌ର ସୁବିଧା ।

ଅଦ୍ୟତନ ହୋଇଛି
JIO Prepaid

JIO Prepaid

Advertisment

ୟୁଜର୍ସଙ୍କ ପାଇଁ ରିଲାଏନ୍ସ JIO ର ବଡ଼ ଅଫର୍‌ । ପ୍ରିପେଡ୍‌ ୟୁଜର୍ସଙ୍କ ପାଇଁ ଜିଓ ଆଣିଛି ଖୁସି ଖବର । ଏଣିକି ପ୍ରିପେଡ୍‌ ଉପଭୋକ୍ତା ମାନଙ୍କୁ ୩୬୫ ଦିନର ବୈଧତା ସହ ଅନ୍ୟାନ୍ୟ ସୁବିଧା ଯୋଗାଇଦେବ ଜିଓ । ଏଥିରେ ମାଗଣା OTT ସବସ୍ପ୍ରିପସନ୍‌, ଜିଓ ଆପ୍ସ ଗୁଡ଼ିକର ସୁବିଧା ଆଦି ଦିଆଯିବ ।

Advertisment

ଯଦି ଆପଣ ଜିଓର ପ୍ରିପେଡ୍‌ ସିମ୍‌ ବ୍ୟବହାର କରୁଛନ୍ତି ଏବଂ ଏହାସହ ଅନ୍‌ଲିମିଟେଡ୍‌ ଡାଟା, ଉଏସ୍‌ କଲ୍‌ ଓ ଏସ୍‌ଏମ୍‌ଏସ୍‌, ମାଗଣା OTT ସବସ୍କ୍ରିପସନ୍‌ ସୁବିଧା ପାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଜିଓ ଆଣିଦେଇଛି ଏକ ଭଲ ଅଫର୍‌ । ତେବେ ଜାଣନ୍ତୁ କଣ ରହିଛି ଜିଓର ବର୍ଷକର ପ୍ରିପେଡ୍‌ ପ୍ଲାନ୍‌ର ସୁବିଧା ।

JIO ର ବାର୍ଷିକ ପ୍ରିପେଡ୍‌ ପ୍ଲାନ୍‌-

JIO Rs 2545 - ଏହି ପ୍ଲାନ୍‌ର ବୈଧତା ୩୩୬ ଦିନ ପାଇଁ ରହିବ । ଏହାସହ ୫୦୪ ଜିବିର ଡାଟା ଅର୍ଥାତ୍‌ ୧.୫ ଜିବି ଦିନକୁ, ତାସହ ଅନ୍‌ଲିମିଟେଡ୍‌ ଭଏସ୍‌ କଲ୍‌ ଏବଂ ଦିନକୁ ୧୦୦ SMS ସୁବିଧା ଦିଆଯିବ । ଆଡ୍‌ ଅନ୍‌ ସୁବିଧା ସହ ଜିଓ ଟିଭି, ଜିଓ ସିନେମା, ଜିଓ ସିକ୍ୟୁରିଟି, ଜିଓ କ୍ଲାଉଡ୍‌ ଆଦିର ଆକ୍ସେସ୍‌ ଦିଆଯିବ।

Advertisment

JIO Rs 2879 - ଏହି ପ୍ଲାନ୍‌ର ବୈଧତା ୩୬୫ ଦିନ ପାଇଁ ରହିବ । ଏହାସହ ୭୩୦ ଜିବିର ଡାଟା ଅର୍ଥାତ୍‌ ୨ ଜିବି ଦିନକୁ, ତାସହ ଅନ୍‌ଲିମିଟେଡ୍‌ ଭଏସ୍‌ କଲ୍‌ ଏବଂ ଦିନକୁ ୧୦୦ SMS ସୁବିଧା ଦିଆଯିବ । ଆଡ୍‌ ଅନ୍‌ ସୁବିଧା ସହ ଜିଓ ଟିଭି, ଜିଓ ସିନେମା, ଜିଓ ସିକ୍ୟୁରିଟି, ଜିଓ କ୍ଲାଉଡ୍‌ ଆଦିର ଆକ୍ସେସ୍‌ ଦିଆଯିବ।

JIO Rs 2999 - ଏହି ପ୍ଲାନ୍‌ର ବୈଧତା ୩୬୫ ଦିନ ପାଇଁ ରହିବ । ଏହାସହ ୯୧୨.୫ ଜିବିର ଡାଟା ଅର୍ଥାତ୍‌ ୨.୫ ଜିବି ଦିନକୁ, ତାସହ ଅନ୍‌ଲିମିଟେଡ୍‌ ଭଏସ୍‌ କଲ୍‌ ଏବଂ ଦିନକୁ ୧୦୦ SMS ସୁବିଧା ଦିଆଯିବ । ଆଡ୍‌ ଅନ୍‌ ସୁବିଧା ସହ ଜିଓ ଟିଭି, ଜିଓ ସିନେମା, ଜିଓ ସିକ୍ୟୁରିଟି, ଜିଓ କ୍ଲାଉଡ୍‌ ଆଦିର ଆକ୍ସେସ୍‌ ଦିଆଯିବ । ଏହାସହ ଡିଜନୀ ହଟଷ୍ଟାର୍‌(Disney Hotstar) ର ବାର୍ଷିକ ସବସ୍ପ୍ରିପସନ୍‌ ମଧ୍ୟ ରହିବ ।

Advertisment

JIO Rs 4199 - ଏହି ପ୍ଲାନ୍‌ଟି ଜିଓର ଟିକେ ମହଙ୍ଗା ରହିଛି । ଏହି ପ୍ଲାନ୍‌ର ବୈଧତା ୩୬୫ ଦିନ ପାଇଁ ରହିବ । ଏହାସହ ୧୦୯୫ ଜିବିର ଡାଟା ଅର୍ଥାତ୍‌ ୩ ଜିବି ଦିନକୁ, ତାସହ ଅନ୍‌ଲିମିଟେଡ୍‌ ଭଏସ୍‌ କଲ୍‌ ଏବଂ ଦିନକୁ ୧୦୦ SMS ସୁବିଧା ଦିଆଯିବ । ଆଡ୍‌ ଅନ୍‌ ସୁବିଧା ସହ ଜିଓ ଟିଭି, ଜିଓ ସିନେମା, ଜିଓ ସିକ୍ୟୁରିଟି, ଜିଓ କ୍ଲାଉଡ୍‌ ଆଦିର ଆକ୍ସେସ୍‌ ଦିଆଯିବ । ଏହାସହ ଡିଜନୀ ହଟଷ୍ଟାର୍‌(Disney Hotstar) ର ବାର୍ଷିକ ସବସ୍ପ୍ରିପସନ୍‌ ମଧ୍ୟ ରହିବ ।

(ବି.ଦ୍ର.- ରିଜାର୍ଜ ପୂର୍ବରୁ ଗ୍ରାହକଙ୍କ ପାଇଁ ଉପଲବ୍ଧ ଏହି ନୂଆ ଅଫର୍ ଗୁଡ଼ିକର ସତ୍ୟାସତ୍ୟ ଯାଞ୍ଚ କରିନିଅନ୍ତୁ। ଜାତୀୟ ଗଣମାଧ୍ୟମ ସଂସ୍ଥା ଇଣ୍ଡିଆ ଟୁଡେ ରିପୋର୍ଟରୁ ଏହା ଉଦ୍ଧୃତ। ଏଥି ପାଇଁ ଆମେ ଦାୟୀ ନୁହେଁ।)

JIO Prepaid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ