Advertisment

Jioର ଧମାକାଦାର ଅଫର୍‌, ଏହି ଗ୍ରାହକ ପାଇପାରିବେ ମାଗଣା ସେବା

Jio Fiber Independence Offerରେ ୟୁଜର୍ସଙ୍କୁ ୧୫ ଦିନ ପର୍ଯ୍ୟନ୍ତ ମାଗଣା ସେବା ମିଳିବ। ଅର୍ଥାତ୍‌ ଆପଣ ମାଗଣାରେ ଜିଓ ଫାଇବର ସେବା ପାଇପାରିବେ। ତେବେ ଏହି ପ୍ଲାନ୍‌ ନୂଆ ଗ୍ରାହକଙ୍କ ପାଇଁ କେବଳ ଉପଲ୍ଲବ୍ଧ।

ଅଦ୍ୟତନ ହୋଇଛି
Jio Fiber Independence Day Offer 2022

Jio Fiber Independence Day Offer 2022

Advertisment

ସ୍ୱାଧୀନତା ଦିବସ ପାଳନ ଅବସରରେ ଗ୍ରାହକଙ୍କ ପାଇଁ ରିଲାଏନ୍ସ ଜିଓ(Reliance Jio) ଅଫର ଘୋଷଣା କରିଛି। ଏହା ପୂର୍ବରୁ କମ୍ପାନୀ ପକ୍ଷରୁ Jio Independence Offer ଘୋଷଣା କରାଯାଇଥିଲା। ଏହି ପ୍ଲାନ୍‌ ଆଧାରରେ ୟୁଜର୍ସଙ୍କୁ ୨,୯୯୯ ଟଙ୍କା ବାର୍ଷିକ ରିଚାର୍ଜରେ ୧୦୦% ଭାଲ୍ୟୁ ବ୍ୟାକ୍‌ ଅଫର ମିଳୁଛି। ତେବେ ଜିଓ ଫାଇଭର(Jio Fiber) ୟୁଜର୍ସଙ୍କ ପାଇଁ ନୂଆ ଅଫର ଘୋଷଣା କରାଯାଇଛି।

Advertisment

Jio Fiber Independence Offerରେ ୟୁଜର୍ସଙ୍କୁ ୧୫ ଦିନ ପର୍ଯ୍ୟନ୍ତ ମାଗଣା ସେବା ମିଳିବ। ଅର୍ଥାତ୍‌ ଗ୍ରାହକ ମାଗଣାରେ ଜିଓ ଫାଇବର ସେବା ପାଇପାରିବେ। ତେବେ ଏହି ପ୍ଲାନ୍‌ କେବଳ ନୂଆ ଗ୍ରାହକଙ୍କ ପାଇଁ ଉପଲ୍ଲବ୍ଧ।

ଜାଣନ୍ତୁ, କ’ଣ  Jioର ନୂଆ ଅଫର ?

ସ୍ୱାଧୀନତା ଦିବସ ଅବସରରେ ଜିଓ ‘ହର୍‌ ଘର ତ୍ରିରଙ୍ଗା, ହର୍‌ ଘର ଜିଓ ଫାଇଭର’ ଅଫର ଘୋଷଣା କରିଛି। ଏହି ଅଫର କେବଳ Jio Fiberର ନୂଆ ୟୁଜର୍ସ, ଯେଉଁମାନେ ପୋଷ୍ଟପେଡ୍‌ ଏଣ୍ଟରଟେନମେଣ୍ଟ୍ ବୋନାଜା ପ୍ଲାନ୍‌କୁ ଅଗଷ୍ଟ ୧୨ରୁ ଅଗଷ୍ଟ ୧୬ ପର୍ଯ୍ୟନ୍ତ କିଣିଛନ୍ତି ସେମାନଙ୍କ ପାଇଁ ଏହା ଉପଲ୍ଲବ୍ଧ। ଏହି ଅଫର ଆଧାରରେ ଗ୍ରାହକମାନେ ଚୟନ କରିଥିବା ପ୍ଲାନ୍‌ର ସୁବିଧା ୧୫ ଦିନ ପର୍ଯ୍ୟନ୍ତ ମାଗଣାରେ ମିଳିବ। ଧ୍ୟାନ ରଖନ୍ତୁ, ଏହି ଅଫରର ଫାଇଦା ସେହି ଗ୍ରାହକଙ୍କୁ ମିଳିବ, ଯେଉଁମାନଙ୍କର କନେକ୍ସନ ଆକ୍ଟିଭେସନ୍‌ ଅଗଷ୍ଟ ୧୯ରେ ଶେଷ ହେବ।   

Advertisment

ଜିଓର ଏହି ଅଫର Jio Fiber ପୋଷ୍ଟପେଡ୍‌ ଏଣ୍ଟରଟେନମେଣ୍ଟ୍ ବୋନାଜା ପ୍ଲାନ୍‌ ପାଇଁ ଉପଲ୍ଲବ୍ଧ। ଏହି ତାଲିକାରେ କମ୍ପାନୀର ୪ଟି ପ୍ଲାନ୍‌ ରହିଛି। ଯଥା- ୪୯୯ ଟଙ୍କା, ୫୯୯ ଟଙ୍କା, ୭୯୯ ଟଙ୍କା ଓ ୮୯୯ ଟଙ୍କାର ରିଚାର୍ଜ ପ୍ଲାନ୍। 

ଏହି ପ୍ଲାନ୍‌ରେ କ’ଣ ସୁବିଧା ଥାଏ ? 

୪୯୯ ଟଙ୍କାର ପ୍ଲାନ୍‌: 

  • ଏହି ପ୍ଲାନ୍‌ରେ ୟୁଜର୍ସଙ୍କୁ 30Mbpsର ସ୍ପିଡ୍‌ ଅନଲିମିଟେଡ୍‌ ଡାଟା ମିଳିଥାଏ
  • ୟୁଜର୍ସଙ୍କୁ  Universal +, ALT Balaji, Eros Now, Lionsgate Play, Jio Cinema, ShemarooMe, JioSaavn ସବ୍‌ସ୍କ୍ରିପସନ୍‌ ମିଳିଥାଏ
Advertisment

୫୯୯ ଟଙ୍କାର ପ୍ଲାନ୍‌: 

  • ଏହି ପ୍ଲାନ୍‌ରେ ୟୁଜର୍ସଙ୍କୁ 30Mbpsର ସ୍ପିଡ୍‌ ଡାଟା ମିଳିଥାଏ
  • ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ  Hotstar, Sony LIV, Zee5, Voot Select, Voot Kids, Sun NXT, Hoichoi, Discovery+, Universal +, ALT Balaji, Eros Now, Lionsgate Play, Jio Cinema, ShemarooMe, Jio Saavnର ସବ୍‌ସ୍କ୍ରିପସନ୍‌ ମିଳିଥାଏ

୭୯୯ ଟଙ୍କାର ପ୍ଲାନ୍‌: 

  • ଏହି ପ୍ଲାନ୍‌ରେ ଆପଣଙ୍କୁ 100Mbpsର ସ୍ପିଡ୍‌ ଡାଟା ମିଳିଥାଏ
  • ଏହି ପ୍ଲାନ୍‌ରେ Universal +, ALT Balaji, Eros Now, Lionsgate Play, Jio Cinema, ShemarooMe, JioSaavnର ସବ୍‌ସ୍କ୍ରିପସନ୍‌ ମିଳିଥାଏ

୮୯୯ ଟଙ୍କାର ପ୍ଲାନ୍‌: 

  • ଏହି ପ୍ଲାନ୍‌ରେ ଆପଣଙ୍କୁ 100Mbpsର ସ୍ପିଡ୍‌ ଡାଟା ମିଳିଥାଏ
  • ଏହି ପ୍ଲାନ୍‌ରେ କେବଳ ୟୁଜର୍ସଙ୍କୁ OTT ସବ୍‌ସ୍କ୍ରିପସନ୍‌ ମିଳିପାରିବ। ଏହାସହ ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ୫୯୯ ଟଙ୍କା ପ୍ଲାନ୍‌ରେ ଅନ୍ତର୍ଭୁକ୍ତ ସମସ୍ତ OTT ସବ୍‌ସ୍କ୍ରିପସନ୍‌ ମିଳିଥାଏ।

(ବି.ଦ୍ର- ରିଚାର୍ଜ ପୂର୍ବରୁ ଜିଓ ପକ୍ଷରୁ ଗ୍ରାହକଙ୍କ ପାଇଁ ଉପଲ୍ଲବ୍ଧ ଏହି ନୂଆ ଅଫର ଗୁଡ଼ିକର ସତ୍ୟାସତ୍ୟ ଯାଞ୍ଚ କରି ନିଅନ୍ତୁ। ଜାତୀୟ ଗଣମାଧ୍ୟମ ସଂସ୍ଥା-Aaj Takର ରିପୋର୍ଟରୁ ଏହା ଉଦ୍ଧୃତ। ଏଥିପାଇଁ ଆମେ ଦାୟୀ ନୁହେଁ।)

Jio Offer Reliance Jio Offer Jio Fiber Independence Day Offer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ