ଅଦ୍ୟତନ ହୋଇଛି
J&K;: Terrorist killed in overnight encounter in Pulwama
Advertisment
ଘାଟୀରେ ପୁଣି ୨ ଆତଙ୍କବାଦୀ ନିପାତ । ଜମ୍ମୁ ଓ କାଶ୍ମୀର ପୁଲଓ୍ବାମା ଜିଲ୍ଲାର ଗୁଣ୍ଡିପୋରା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ନିହତ ଦୁଇ ଆତଙ୍କବାଦୀ ଆତଙ୍କୀ ସଂଗଠନ ଜୈଶ-ଏ- ମହମ୍ମଦର ହୋଇଥିବା ଜଣାପଡିଛି ।
Advertisment
ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରୁ ପୁଲୱାମା ଜିଲ୍ଲାର ଗୁଣ୍ଡିପୋରା ଅଞ୍ଚଳରେ ଏନ୍କାଉଣ୍ଟର ଆରମ୍ଭ ହୋଇଥିଲା । ଆଜି ସକାଳୁ ସେ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚାଲିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653891038.jpg)