Indian MMA fighter alleges assault by Afghan fighter and fans, FIR lodged
ଦିଲ୍ଲୀରେ ଓଡ଼ିଆ ଫାଇଟର୍ଙ୍କୁ ଆକ୍ରମଣ । ଆଫଗାନିସ୍ତାନ ଖେଳାଳି ଓ ଆଫଗାନୀ ଦର୍ଶକ ଆକ୍ରମଣ କରିଥିବା ଜଣାପଡିଛି । ଓଡ଼ିଆ ମିକ୍ସଡ ମାର୍ଶଲ୍ ଆର୍ଟ ବା MMA ଫାଇଟର୍ ଶ୍ରୀକାନ୍ତ ଶେଖର ଦିଲ୍ଲୀର ସିରିଫୋର୍ଟକ ମ୍ପ୍ଲେକ୍ସରେ ମାଟ୍ରିକ୍ସ ଫାଇଟ୍ ନାଇଟ୍ ଦେଖୁଥିବାବେଳେ ତାଙ୍କୁ ଆଫ୍ଗାନୀ ଫାଇଟର୍ ଅବଦୁଲ ବଦାକାସି ଆକ୍ରମଣ କରିଥିଲେ ।
Indian MMA fighter alleges assault by Afghan fighter and fans, FIR lodged ପୂର୍ବରୁ ଏହି ପ୍ରତିଯୋଗିତାରେ ଭାଗ ନେଇ ନିଜ ବାଉଟ୍ ଜିତିଥିବା ଶ୍ରୀକାନ୍ତ ସେତେବେଳେ ରିଙ୍ଗ୍ ବାହାରେ ନିଜ ସାଥି ଖେଳାଳିଙ୍କୁ ସମର୍ଥନ କରୁଥିଲେ । ଏହି ସମୟରେ କିଛି ଆଫ୍ଗାନୀ ଦର୍ଶକ ମଧ୍ୟ ତାଙ୍କ ଉପରକୁ ପାଣି ବୋତଲ ଓ କାଗଜ ଫୋପାଡ଼ିଥିବା ଏବଂ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ଆକ୍ରମଣ ଫଳରେ ଶ୍ରୀକାନ୍ତଙ୍କ ମୁହଁର ହାଡ଼ ଭାଙ୍ଗିଯାଇଥିବାବେଳେ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
/odishatv-khabar/media/post_attachments/uploadimage/library/free_files/jpg/IMG-20_2022_06_29_094322.jpg)
ତେବେ ଶ୍ରୀକାନ୍ତ ଶେଖରଙ୍କ ସାନଭାଇ ରମାକାନ୍ତ ମାଝୀ ଏହି ଘଟଣାରେ ସମ୍ପୃକ୍ତ ଆଫ୍ଗାନିସ୍ତାନ ଫାଇଟରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656519494.jpg)