ଅଦ୍ୟତନ ହୋଇଛି
Army Helicopter Crash
Advertisment
ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ବିଏସ୍ଏଫ୍ ଯବାନଙ୍କୁ ଆଣିବାକୁ ଯାଉଥିବା ବେଳେ ଜମ୍ମୁ-କାଶ୍ମୀର ଗୁରେଜ୍ ସେକ୍ଟର ବରାଉମ୍ ଅଞ୍ଚଳରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ସର୍ଚ୍ଚ ଅପରେସନ ଟିମ୍ ବରଫାବୃତ ଦୁର୍ଘଟଣାସ୍ଥଳରେ ପହଞ୍ଚିଛି।
Advertisment
କେଉଁ କାରଣ ପାଇ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେଲା, ତା’ର କାରଣ ଜଣାପଡ଼ିନାହିଁ। ସର୍ଚ୍ଚ ଅପରେସନ ଟିମ୍ ବରଫାବୃତ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646987300.jpg)