Advertisment

ଅଗ୍ନିବୀରଙ୍କୁ କୋଟିଏ ଟଙ୍କାର ସୁବିଧା

ପ୍ରଥମ ବର୍ଷ ଅଗ୍ନିବୀରଙ୍କ ମାସିକ ୩୦ ହଜାର ଟଙ୍କା ଦରମା।

ଅଦ୍ୟତନ ହୋଇଛି
Agniveer

Agniveer

Advertisment

ଅଗ୍ନିପଥ ନିଯୁକ୍ତି ନେଇ ବିସ୍ତୃତ ତଥ୍ୟ ଜାରି କଲା ବାୟୁସେନା। ବେତନ, ୟୁନିଫର୍ମ ଓ ଛୁଟି ନେଇ ବିସ୍ତୃତ ତଥ୍ୟ ଦେଲା ବାୟୁସେନା।  ଅଗ୍ନିବୀରଙ୍କୁ ବାୟୁସେନାରେ କେଉଁ କେଉଁ ସୁବିଧା ସୁଯୋଗ ମିଳିବ ? ମାସିକ ବେତନଠୁ ଅାରମ୍ଭ କରି ବୀମା ଯାଏଁ ସମସ୍ତ ବ୍ୟବସ୍ଥା ସମ୍ପର୍କରେ ଗୋଟି ଗୋଟି କରି ତଥ୍ୟ ରଖିଛି ବାୟୁ ସେନା।

Advertisment
  • ୧ କୋଟି ଟଙ୍କାର ବୀମା ସହ କ୍ୟାଣ୍ଟିନ ସୁବିଧା ପାଇବେ ଅଗ୍ନିବୀର।
  • ଚାକିରିରେ ପ୍ରାଣ ହରାଇଲେ ପରିବାରକୁ ମିଳିବ ୧ କୋଟି ଟଙ୍କା।
  • ଡ୍ୟୁଟି ସମୟରେ ବିକଳାଙ୍ଗ ହେଲେ ମିଳିବ ୪୪ ଲକ୍ଷ ଟଙ୍କା।
  • ବର୍ଷକୁ ୩୦ ଦିନର ଛୁଟି, ଏହାବାଦ୍ ସ୍ବତନ୍ତ୍ର ମେଡିକାଲ ଛୁଟି ବି ମିଳିବ।
  • ପ୍ରଥମ ବର୍ଷ ଅଗ୍ନିବୀରଙ୍କ ମାସିକ ୩୦ ହଜାର ଟଙ୍କା ଦରମା।
  • ୩୦ ହଜାର ଦରମାରୁ ୨୧ ହଜାର ସିଧା ବ୍ୟାଙ୍କ ଆକାଉଣ୍ଟକୁ ଯିବ।
  • ଆଉ ୯ ହଜାର ଟଙ୍କା ଅଗ୍ନିବୀର କର୍ପସ ଫଣ୍ଡକୁ ଯିବ।
  • ପ୍ରତିବର୍ଷ ଦରମା ବୃଦ୍ଧି ହୋଇ ଚତୁର୍ଥ ବର୍ଷରେ ୪୦ ହଜାର ଟଙ୍କା ମିଳିବ।
  • ସ୍ବତନ୍ତ୍ର ୟୁନିଫର୍ମ ରହିବ; ୪ ବର୍ଷ ପରେ ମିଳିବ ୧୦.୦୪ ଲକ୍ଷ ଟଙ୍କା

 ଜୁନ୍ ୨୪ ତାରିଖରୁ ଅଗ୍ନିପଥ ଯୋଜନାରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ଇଚ୍ଛୁକ ପ୍ରାର୍ଥୀ ବାୟୁସେନା ୱେବସାଇଟ୍‌ରୁ ସମସ୍ତ ତଥ୍ୟ ପାଇ ପାରିବେ।

Advertisment
Union Government Agnipath Agniveer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ