Advertisment

୨ ବର୍ଷ ପରେ ଆଜିଠୁ ପୁଣିଥରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ସେବା ଆରମ୍ଭ

କୋଭିଡ ମହାମାରୀର ୨ ବର୍ଷ ପରେ ଆଜି ଠାରୁ ପୁଣିଥରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ସେବା ଆରମ୍ଭ ହୋଇଛି। ଆଗକୁ ପର୍ଯ୍ୟାୟକ୍ରମେ ଭାରତରୁ ବିଭିନ୍ନ ଦେଶକୁ ବିମାନ ଚଳାଚଳ କରିବ ବୋଲି ସୂଚନା ମିଳିଛି।

India Resumes All International Flights

India Resumes All International Flights

Advertisment

କୋଭିଡ ମହାମାରୀର ୨ ବର୍ଷ ପରେ ଆଜି ଠାରୁ ପୁଣିଥରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ସେବା ଆରମ୍ଭ ହୋଇଛି। କୋଭିଡ ସଂକ୍ରମଣ ବ୍ୟାପିବା ପରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ କଟକଣା ଲାଗିଥିଲା। 

Advertisment

ତେବେ ସଂକ୍ରମଣ ହାର କମିବା ପରେ ଆଜି ଠାରୁ ପୁଣିଥରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ସେବା ଆରମ୍ଭ ହୋଇଛି। ନୂଆଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବିଦେଶକୁ ବିମାନ ଚଳାଚଳ ଘୋଷଣା ପରେ ବିଭିନ୍ନ ଦେଶର ଏୟାର ଲାଇନନ୍ସ ଭାରତରୁ ବିମାନ ଚଳାଚଳ ଆରମ୍ଭ ନେଇ ପ୍ରସ୍ତୁତ ହୋଇଛନ୍ତି।

Emirates,Virgin Atlantic, LOT Polish ଏୟାରଲାଇନ୍ସ ଭଳି ବିମାନ ଭାରତରୁ ବିମାନ ଉଡାଣ ଲାଗି ପ୍ରସ୍ତୁତ ରହିଛନ୍ତି। ଆଗକୁ ପର୍ଯ୍ୟାୟକ୍ରମେ ଭାରତରୁ ବିଭିନ୍ନ ଦେଶକୁ ବିମାନ ଚଳାଚଳ କରିବ ବୋଲି ସୂଚନା ମିଳିଛି। 

Advertisment
International Flights
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ